Latest Odisha News

BREAKING NEWS

ଓଜନ କମାଇବାରେ ରାମବାଣ ପରି କାମ କରେ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

‘କେବିସି’ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ 'କୋନ ବନେଗା କରୋଡ଼ପତି'ରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ। ଶୋ'ର ହଷ୍ଟ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିବେ ଦୂତୀ । ଏହାର ଶୁଟିଂ ପାଇଁ ଦୂତୀ ଶନିବାର(ଆଜି) ମୁମ୍ବାଇ ଯାଇଥିବା ଜଣାପଡିଛି ।…

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର…

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟ ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି । ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟାଣାରେ ରୂପେଶର ସମ୍ପୃକ୍ତି ଥିବା ପୂର୍ବରୁ ସନ୍ଦେହ…

୩ ଦିନରେ ସରକାରୀ କ୍ୱାର୍ଟର୍ ଛାଡ: ପୂର୍ବତନ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ମାସକ ପୂର୍ବରୁ ସମସ୍ତ ସରକାରୀ ବଙ୍ଗଳା ଖାଲି କରିଦେବାକୁ ପୂର୍ବତନ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଶନିବାର ଦିନ ଏସମ୍ପର୍କରେ ପୁଣି ଥରେ ଅବଗତ କରିବା ସହିତ ବାଚସ୍ପତି ଆସନ୍ତା ୩ ଦିନ ମଧ୍ୟରେ ଘର ଖାଲି…

ମୁଣ୍ଡରେ କାର୍ଟୁନ୍ ଗଳାଇ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି ଏମିତି ହେଲା !

ବେଙ୍ଗାଲୁରୁ: କଲେଜରେ ଚାଲିଛି ପରୀକ୍ଷା, କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଗଳାଯାଇଥିଲା ଗୋଟିଏ ଲେଖାଏଁ ବଡ଼ କାର୍ଟୁନ୍ । ଶ୍ରେଣୀଗୃହରେ ପିଲାମାନଙ୍କ ମୁଣ୍ଡରେ ବଡ଼ କାର୍ଟୁନ ରହିଥିଲେ ମଧ୍ୟ ଧିରସ୍ଥିର ଭାବେ ପିଲାଏ ପରୀକ୍ଷା ଦେଉଥାଆନ୍ତି । ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ହେଉଥିବା…

ବିଜେପୁର ଉପ-ନିର୍ବାଚନ: ଭୋଟଦାନ କେନ୍ଦ୍ରକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବାକୁ ଥିବା ବିଜେପୁର ଉପ ନିର୍ବାଚନ ଲାଗି ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍ ଅଭିମୁଖେ ଶନିବାର ଦିନ ଗସ୍ତ କରିଛନ୍ତି । ସେମାନେ ସନ୍ଧ୍ୟା ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ପୋଲିଂ ଟିମ୍…

ଝାରସୁଗୁଡ଼ାର ବିସ୍ମୟ ବାଳିକା ଦିପ୍ତି, ଟାଇପିଂ କରି ଭାଙ୍ଗିଚାଲିଛନ୍ତି ରେକର୍ଡ଼ !

ଝାରସୁଗୁଡ଼ା: ନଅ ବର୍ଷର କୁନି ଝିଅ ଦିପ୍ତି ଶର୍ମା । ଏବେ ଦିପ୍ତୀଙ୍କୁ ସମସ୍ତେ କହୁଛନ୍ତି, ‘ଝାରସୁଗୁଡ଼ାର ବିସ୍ମୟ’ । ଦିପ୍ତୀ କମ୍ପ୍ୟୁଟର୍ ନଦେଖି ଅଦ୍ଭୁତଭାବେ ଟାଇପିଂ କରିପାରୁଛନ୍ତି । ତାଙ୍କର ଟାଇପିଂ ଦକ୍ଷତା ଦେଖି ବଡ଼ ବଡ଼ ଟାଇପିଷ୍ଟମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ତାଙ୍କର ଏହି…

ଓଡିଆ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଆଇନଶାସ୍ତ୍ରରେ ପିଏଚଡି ପ୍ରଦାନ

କଟକ: ଜେଲ୍ ଓ କାରାଗାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବଦ୍ୟାଳୟ(ଏନଏଲୟୁ)ରୁ ଆଇନଶାସ୍ତ୍ରରେ ପିଏଚଡି ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନଏଲୟୁର କୁଳପତି ଶନିବାର ଦିନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ୧୯୮୮ ବ୍ୟାଚର ଆଇପିଏସ୍…

ଶିଳ୍ପ ସଂସ୍କାର ଲାଗି ଓଡ଼ିଶା ସରକାରଙ୍କ ସଚେତନତା ଅଭିଯାନ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଗୁଳରୁ ଶୁଭାରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ଯାଏ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ…