Latest Odisha News

BREAKING NEWS

ବରମୁଣ୍ଡା ଓଭରବ୍ରିଜ ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବରମୁଣ୍ଡ ଓଭରବ୍ରିଜ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ତାଙ୍କ ଦେହରେ କ୍ଷତ ଚିହ୍ନ ରହିଛି । ମୃତକଙ୍କ…

ଜୁନିୟର୍ ଏନ୍‌ଟିଆର୍‌ ପିନ୍ଧିଥିବା‌ ମୁସଲିମ୍‌ ଟୋପିକୁ ନେଇ ତେଜିଲା ବିବାଦ; ବିରୋଧ ପ୍ରଦର୍ଶନ କଲେ ଆଦିବାସୀ…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆର୍‌ଆର୍‌ଆର୍‌'ର ଟିଜର ଦୁଇ ଦିନ ପୂର୍ବରୁ ରିଲିଜ୍‌ ହୋଇଛି। ଏଥିରେ ଜୁନିଅର ଏନ୍‌ଟିଆର୍‌ଙ୍କ‌ ଚରିତ୍ର ଉନ୍ମୋଚନ ହୋଇଛି। ଏଥିରେ ସେ ଆଦିବାସୀ କିମ୍ବଦନ୍ତୀ କୋମାରାମ ଭୀମଙ୍କ ଭୂମିକାରେ ଅଭିନୟ…

ସୁଶୀଲ ମୋଦିଙ୍କୁ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ !

ପାଟନା: ବିହାର ନିର୍ବାଚନରେ ଧିରେ ଧିରେ ଆରୋପ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି । ବିଭିନ୍ନ ସର୍ଭେରେ ଏନଡିଏ ଆଗୁଆ ରହୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଆକ୍ରମଣାତ୍ମକ ମୁଡକୁ ଆସି ଯାଇଛି । ରବିବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକ ଚାଂଚଲ୍ୟକର ଅଭିଯୋଗ…

ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି ଆଉ ଜଣେ ମନ୍ତ୍ରୀ । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ସେ କୋଭିଡ୍ ଟେଷ୍ଟ…

କଙ୍ଗନାଙ୍କ ସହିତ କାମ କରିବା ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା; ହନ୍‌ସଲ୍‌ ମେହେଟ୍ଟା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ହନ୍‌ସଲ୍‌‌ ମେହେଟ୍ଟା ୨୦୧୭ ରେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ 'ସିମରନ୍' ନିର୍ମାଣ କରିଥିଲେ। ଫିଲ୍ମଟି ରିଲିଜ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ହନ୍‌ସଲ୍‌‌ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ…

ଲାଲଗଡ଼ରେ ଲାଲବାହିନୀ ବିରୋଧରେ ପୋଷ୍ଟର

କୋରାପୁଟ: ଲାଲଗଡ଼ରେ ଲାଲବାହିନୀ ବିରୋଧରେ ଲାଗିଲା ପୋଷ୍ଟର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟର ଅନକାଡେଲି ଓ ହନୁମାଲ ଆଦି ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ଲଗାଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ…

ରାଜ୍ୟରେ ୧୧ ଜିଲ୍ଲାରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୬ ଜଣଙ୍କର ମୃତ୍ୟୁହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆଖି ବୁଜିଛନ୍ତି କରୋନା ସଂକ୍ରମିତ । ମୃତକଙ୍କ ଭିତରେ ୧୧ ଜଣ ପୁରୁଷ ଥିବା ବେଳେ ୫ ଜଣ ଅଛନ୍ତି ମହିଳା ।…

ପୋଲାଣ୍ଡ୍‌ ରାଷ୍ଟ୍ରପତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କରୋନା ପଜିଟିଭ୍  ହୋଇଥିବା ଜଣାପଡିଛି। ଶନିବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟ୍ୱିଟରରେ ସେୟାର କରାଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, ରାଷ୍ଟ୍ରପତି ଏବେ ଭଲ ଅଛନ୍ତି ଏବଂ ସଙ୍ଗରୋଧରେ ରହିଛନ୍ତି। ଏହାସହିତ…

କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରେ ୧୭ ଶହ ତଳକୁ ଖସିଲା କୋଭିଡ୍ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସୁଛି । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଶହରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୬୩୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮ଟି । ଏହାକୁ ମିଶାଇ ମୋଟ୍…

କାବୁଲ୍‌ ଆତ୍ମଘାତୀ ହମ୍‌ଲା; ୧୦ ମୃତ ୨୦ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଆତ୍ମଘାତୀ ଆକ୍ରମଣରେ ସ୍କୁଲ ପିଲାମାନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ ଏ ନେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ କାବୁଲର ଶିଆ-ପ୍ରାଧାନ୍ୟ ଅଞ୍ଚଳରେ ଥିବା ଏକ ଶିକ୍ଷା କେନ୍ଦ୍ର ବାହାରେ ଏହି…