ଆସାମରେ ୩ ଓଏନଜିସି କର୍ମଚାରୀଙ୍କୁ ଅପହରଣ
ଗୌହାଟୀ: ଆସାମରେ ୩ଜଣ ଓଏନଜିସି କର୍ମଚାରୀଙ୍କ ଅପହରଣ ହୋଇଛି । ନାଗାଲାଣ୍ଡ ବର୍ଡର ନିକଟରେ ସେମାନଙ୍କ ଗାଡି ପୋଲିସ ପାଇଛି । ତେବେ କେଉଁ ଗୋଷ୍ଠୀ ଏହି କାଣ୍ଡ ଘଟାଇଛି ସେ ନେଇ ପୋଲିସ ପାଖରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ ।
ଶିବସାଗର ଜିଲ୍ଲାରେ ୨ଜଣ ଜୁନିୟର ଇଞ୍ଜିନିୟର ଓ ଜଣେ ଜୁନିୟର…