Latest Odisha News

BREAKING NEWS

ମାସ୍କ ନ ପିନ୍ଧିଲେ ୨ ବର୍ଷ ଜେଲ୍‌; ଇଥିଓପିଆ

ନୂଆଦିଲ୍ଲୀ: ଯଦି ଲୋକମାନେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ସେମାନଙ୍କୁ ମାସେ ନୁହେଁ କି ଦୁଇ ମାସ ନୁହେଁ ଏକାବେଳେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି କଠୋର ନିୟମ ଲାଗୁ କରିଥିବା ଦେଶର ନାମ ହେଉଛି ଇଥିଓପିଆ। ଏହା ସହିତ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାସ୍କ ନ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରେ ୫୦ ହଜାର ପଜିଟିଭ୍, ୫୭୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ । ସଂକ୍ରମିତ କମ୍ । ଦିନକରେ ସାରା ଦେଶରୁ ୫୦ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୬୨ ହଜାର ୭୭ ସଂକ୍ରମିତ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର, ଦୁଇ ଜଣଙ୍କର ମୃତ୍ୟୁ

ଅନୁଗୁଳ: ଦଶହରାରେ ଅନୁଗୋଳ-ସମ୍ୱଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ…

ବିଜୟା ଦଶମୀରେ ସୀମାରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ଦାର୍ଜିଲିଂ: ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦାର୍ଜିଲିଂରେ ସୁକଣା ଓ୍ୱାର ମେମୋରିଆଲରେ ସେ ଶସ୍ତ୍ର ପୂଜା କରିଛନ୍ତି । ଏତିକିବେଳେ ତାଙ୍କ ସହ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ଓ ସେନାର ବରିଷ୍ଠ ଅଧିକାରୀ । ଏଲଏସିରେ…

ଦଶହରାରେ ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ଆଜି ୭୦ତମ ସଂସ୍କରଣରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସକାଳ ୧୧ଟାରେ କାର୍ୟ୍ୟକ୍ରମ ପ୍ରସାରଣ ହେବ । କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି…

ସୀମାରେ ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ସିକିମ୍ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକିମ ସେକ୍ଟରେର ସେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିବେ । ଏହି ଅବସରରେ ଶେରଥାଙ୍ଗରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ ।…

ଜୀବନ ସାରା ଜାରି ରଖନ୍ତୁ ପିଲାଦିନର ଏହି ଖେଳ; ଫିଟ ରହିବ ଶରୀର

ଭୁବନେଶ୍ୱର: ପିଲାଦିନେ ଆମେ ଅନେକ ଖେଳ ଖେଳିଥାଉ। ବୋହୁଚୋରି ଠାରୁ ଆରମ୍ଭ କରି ଚୋରପୋଲିସ, ଲୁଚକାଳି, ଦଉଡି ଡ଼ିଆଁ ଆହୁରି କେତେ କ'ଣ । ତେବେ ପିଲାଦିନର ଅନେକ ଖେଳକୁ ଯଦି ଆମେ ସାରା ଜୀବନ ଚାଲୁ ରଖିବା ତେବେ ଏହା ଆମ ଶରୀରକୁ ଫିଟ ରଖିବା ରେ ସାହାଯ୍ୟ କରିବ। ସେହିଭଳି ଏକ ଖେଳ ହେଉଛି…

୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର: ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍ । ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ରାଜ୍ୟରେ ଏବେ ଲଘୁଚାପ ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ। ଫଳରେ ରାଜ୍ୟରୁ ମୌସୁମୀ ଫେରିବା ନେଇ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ଉତ୍ତର-ପଶ୍ଚିମ…

ପୀଠରେ ଦଶମୀ, ମଣ୍ଡପରେ ନବମୀ; ଚାଲିଛି ମାଆଙ୍କ ଷୋଡ଼ସ ଉପଚାର ପୂଜା ବିଧି

ଭୁବନେଶ୍ୱର: ଚାଲିଛି ମାଆଙ୍କ ଶାରଦୀୟ ଦୁର୍ଗା ପୂଜା । ମଣ୍ଡପରେ ଆଜି ନବମୀ ପାଳନ ହେଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପାଳନ ହେଉଛି। ସବୁଠି ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ବିଧି। ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ…