Latest Odisha News

BREAKING NEWS

ରାଜ୍ୟକୁ ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ ସହର । ତେବେ ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଭୁବନେଶ୍ୱରରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୪ ହଜାର ୪୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ଟି ମାମଲା ଆସିଥିଲା । ସେଥିରୁ ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ ଜଣ ସଂକ୍ରମିତ ଥିବା ବିଏମସି…

ଅମ୍ଳଜାନ ସଙ୍କଟ ଦୂର କରିବ ଇଫ୍‌କୋ, ଓଡ଼ିଶା ସମେତ ଅନ୍ୟ ୩ଟି ସ୍ଥାନରେ ପ୍ରତିଷ୍ଠା କରିବ ଅମ୍ଳଜାନ ପ୍ଲାଣ୍ଟ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବାକୁ ସମଗ୍ର ଦେଶରେ ଅମ୍ଳଜାନର ଅଭାବ ଦେଖା ଦେଲାଣି । ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଯାହା ଚିନ୍ତାର କାରଣ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ‘ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍‌ ଲିମିଟେଡ୍‌’ (ଇଫ୍‌କୋ) ଆଗେଇ ଆସିଛି ।…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମନମୋହନଙ୍କ କୋଭିଡ୍ ରିପୋର୍ଟ ପିଜିଟିଭ୍ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ୮୮ ବର୍ଷିଅ ମନମୋହନ ସିଂହ କରୋନା ଟିକାର ୨ଟି ଯାକ ଡୋଜ୍ ନେବା ପରେ…

ପିପିଲିରେ ନିର୍ବାଚନ ରାଲି କରିବନି ବିଜେଡି, ନବୀନ କଲେ ଅପିଲ୍

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ଲାଗି ବିଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ଦିନ ମଧ୍ୟରେ ଅର୍ଥାତ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତା’ପରେ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ୨୯ ତାରିଖରେ ସରିବ । ମେ’୧୩ରେ ପିପିଲି ବିଧାନସଭା…

କରୋନା ଆକ୍ରାନ୍ତ ପରେ ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ଶ୍ରବଣଙ୍କ ଅବସ୍ଥା ଗୁରୁତର

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ କୁମାର ରାଠୋର କରୋନା ଆକ୍ରାନ୍ତ ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କ ପୁଅ ତଥା ମ୍ୟୁଜିକ କମ୍ପୋଜର ସଞ୍ଜୀବ ରାଠୋର ମଧ୍ୟ ବାପାଙ୍କ ଅବସ୍ଥା ଉଦବେଗଜନକ ବୋଲି କହିଛନ୍ତି । ଫୁସଫୁସରେ…

କାହିଁକି ସଲ୍‌ମାନଙ୍କୁ ‘ଏଞ୍ଜେଲ’ କହିଲେ ରାଖୀ?

ମୁମ୍ବାଇ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ରାଖୀ ସାୱନ୍ତ ସେୟାର କରିଛନ୍ତି ଯେ କର୍କଟ ଚିକିତ୍ସାରେ ଚିକିତ୍ସିତ ହେଉଥିବା ତାଙ୍କ ମା ଆଜି ଏକ ସଫଳ ଅସ୍ତ୍ରୋପଚାର କରିଥିଲେ। ତାଙ୍କ ମାଙ୍କୁ ଅପରେସନ୍ ଥିଏଟରରେ ପ୍ରବେଶ କରିବା ପୂର୍ବରୁ ରାଖୀ ଏକ ଭିଡିଓ ସେୟାର କରି ସଲମାନ ଖାନଙ୍କୁ ତାଙ୍କ…

ଆଜି ବଡ଼ ନିଷ୍ପତ୍ତି ନେବେ ସରକାର, ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି

ଭୁବନେଶ୍ବର: ରାଜ୍ୟରେ କରୋନା ଟେନସନ ବଢାଇଲାଣି । ସରକାରଙ୍କୁ ଚିନ୍ତାରେ ପକାଇଛି ମହାମାରୀ । ସଂକ୍ରମଣରେ ବ୍ରେକ ଲଗାଇବାକୁ ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି  ରାଜ୍ୟ ସରକାର । ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେବେ । ସଂକ୍ରମଣକୁ…

ସବୁଲେଖା – ଲେଖା ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତଶଦ୍ଦ ଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର…

ଜେଏନୟୁରେ ୭୪ଜଣ କରୋନା ସଂକ୍ରମିତ !

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିଭରସିଟିରେ କରୋନା ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଛାତ୍ର ଏବଂ ଷ୍ଟାଫଙ୍କୁ ମିଶାଇ ୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ଅନ୍ୟମାନଙ୍କୁ ସୁଲତାନପୁରୀ କ୍ୱାରେଂଟାଇନ ସେଂଟରରେ…