ହାନିକାରକ ନୁହେଁ ବଲିଉଡ: ସନ୍ନି ଲିଓନି
ମୁମ୍ବାଇ: ଗୋଟିଏ ସମୟରେ ବଲିଉଡରେ ନେପୋଟିଜମର ଝଡ଼ ଉଠିଥିବା ବେଳେ ଅଭିନେତ୍ରୀ ସନ୍ନି ଲିଓନି ବଲିଉଡ ତାଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିବା ଅନୁଭବ କରିଥିବା ପ୍ରକାଶ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସନ୍ନି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ…