Latest Odisha News

ମହିଷାସୁର

ମହିଷାସୁର ସୁରେଂଦ୍ର ପାଣିଗ୍ରାହୀ କିଏ ଜଣେ ମହାପୁରୁଷ କହିଥିଲେନା ‘ସବୁ କିଛି ହିଁ ଯୁକ୍ତିଯୁକ୍ତ କେବଳ ପ୍ରେମ ଓ ଯୁଦ୍ଧରେ!’ ମୋର ସମସ୍ତ ଅସହାୟ ଇଚ୍ଛା ଓ ଶରୀରର ରକ୍ତମାଂସର କାମନାମାନେ ସତେ ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ ! ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ…

କେବଳ ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ: ବିଜେଡି

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ବୁଧବାର ଦିନ ଶାସକ ଦଳ ବିଜେଡି ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ଗତକାଲି କୃଷି ମନ୍ତ୍ରୀ…

ବିଦେଶରେ ବସବାସ କରୁଥିବା ଭାରତୀୟ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ନିକଟରେ ମିଳିତ ଜାତିସଂଘ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଛି । ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଦେଶରେ ବସବାସ ଭାରତୀୟମାନେ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ । ୨୦୧୯ରେ ୧୭.୫ ମିଲିୟନ ଭାରତୀୟ ସମୁଦାୟ ପ୍ରବାସୀ ଭାବେ ବିଭିନ୍ନ ଦେଶରେ ବସବାସ କରୁଛନ୍ତି ।…

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା ଜ୍ୟୋତିପ୍ରକାଶ ମହାପାତ୍ର ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ…

ରାଜଧାନୀରୁ ୧ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭରତପୁର ମାଛ ମାର୍କେଟରେ ଖଣ୍ଡଗିରି ପୋଲିସ ବୁଧବାର ଦିନ ଚଢାଉ କରି ପ୍ରାୟ ୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ…

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ ସୁଦ୍ଧା ସରିବ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଶୁଣାଣି ମାସେ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଏହି ସମୟ ସୀମା ଭିତରେ ଯଦି ସବୁ ପକ୍ଷ ଚାହାଁନ୍ତି,…

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବା ଲାଗି କେନ୍ଦ୍ର ବେସାମରିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଦୁବାଇରେ ରହୁଥିବା ଓଡିଆଙ୍କ ଯାତାୟତ ତଥା ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ସହ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ରାଜ୍ୟର ବାକିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ବେଳେ ଦିଲ୍ଲୀ…

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଜିଠୁ ଭୁବନେଶ୍ୱରରେ ଖୋଲିବ ୩ କ୍ୟାମ୍ପ

ଭୁବନେଶ୍ୱର: ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବା ଲାଗି ଭୁବନେଶ୍ୱରରେ ୩ଟି କ୍ୟାମ୍ପ ଅଫିସ୍ ଖୋଲିବ ପରିବହନ ବିଭାଗ । କଳ୍ପନା ଛକସ୍ଥିତ ବିଏମସି ଅଫିସ, ସହିଦ ନଗରସ୍ଥିତ ବିଏମସି ୱାର୍ଡ ଏବଂ ନାଲକୋ ଛକସ୍ଥିତ ବିଏମସି ଜୋନାଲ ଅଫିସରେ ଏହି ସବୁ କ୍ୟାମ୍ପ ଅଫିସ୍ ଖୋଲାଯାଇଛି ।…