Latest Odisha News

BREAKING NEWS

କପିଲଙ୍କ ସୋ’କୁ କାହିଁକି ଆସିନଥିଲେ ଅମୀର ଖାନ ଓ ଧୋନୀ ?

ମୁମ୍ବାଇ: ଅଭିନେତା ତଥା ହାସ୍ୟ କଳାକାର କପିଲ ଶର୍ମା । ଦ କପିଲ ଶର୍ମା ସୋ'ର ମୁଖ୍ୟ ଚରିତ୍ର । ପ୍ରମୋଶନ କି ଟିଆରପି କେଳେଙ୍କାରୀ ନୁହେଁ । ଖୋଦ କପିଲଙ୍କ ପ୍ରତିଭା ହିଁ ଏହି ସୋ'କୁ ଟିଭି ଜଗତରେ ଆଣିଦେଇଛି ଶୀର୍ଷ ସ୍ଥାନ । କରୋନା ମହାମାରୀରେ ବି ସେ ଦର୍ଶକଙ୍କୁ ହସାଇବାକୁ ଭୁଲିନାହାନ୍ତି ।…

ଭିଡିଓ ଭାଇରାଲ୍‌ ପରେ ବି ବଢୁନି ଗ୍ରାହକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କିଛିଦିନ ତଳେ ଆଗ୍ରାର 'ରୋଟି ୱାଲି ଅମ୍ମା'ଙ୍କ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଥିଲା। ହେଲେ ତାଙ୍କ ପେସା ଉପରେ ଏହାର ସେତେଟା ପ୍ରଭାବ ପଡ଼ି ନଥିବାରୁ ଏହାକୁ ନେଇ ସେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ, 'ରୋଟି ୱାଲି ଅମ୍ମା' ତଥା ଭଗବାନ ଦେବୀ…

ମୁକେଶ ଖାନ୍ନାଙ୍କୁ ଏମିତି ଜବାବ ଦେଲେ କପିଲ ଶର୍ମା

ମୁମ୍ବାଇ: ମୁକେଶ ଖାନ୍ନାଙ୍କ ଦ କପିଲ ଶର୍ମା ସୋ’କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ଅବା ଅଜଣା । ଏହି ମନ୍ତବ୍ୟର ଉତ୍ତର ରଖିଛନ୍ତି ଖୋଦ କପିଲ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି ଯେ ବିଶେଷ କରି ଏହି ମହାମାରୀ ସମୟରେ ସେ ଏବଂ ତାଙ୍କ…

୧୦ ଟଙ୍କାରେ ବିରିୟାନୀ ବିକି ହୋଟେଲ ମାଲିକ ଗିରଫ !

ତାମିଲନାଡୁ: ମହଙ୍ଗା ପଡିଛି ଶସ୍ତାରେ ବିରିଆନୀ ବିକ୍ରୟ । ସାରା ଦେଶରେ ବିରିଆନୀର ଏକ ଭିନ୍ନ ଚାହିଦା ଥିବାବେଳେ ଖାସ କରି ତାମିଲନାଡୁର ଲୋକେ ଏହି ବ୍ୟଂଜନ ପାଇଁ ପାଗଳ ପ୍ରାୟ । ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ଜଣେ ହୋଟେଲ ମାଲିକ ମାତ୍ର ୧୦ ଟଙ୍କାରେ ପ୍ଲେଟ୍ ପିଛା ବିରିଆନୀ ବିକି ପୋଲିସ…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଯାଜପୁର କଟକ, ଖୋର୍ଦ୍ଧା,…

କର୍ତ୍ତବ୍ୟନିଷ୍ଠତା ପାଇଁ ପ୍ରଶଂସିତ ହେଲେ ହାବିଲଦାର

କଟକ: କଟକର ଟାଉନ୍ ଟ୍ରାଫିକ୍ ଆରକ୍ଷୀ ଥାନାର ହାବିଲଦାର ଲଳିତ୍ ମୋହନ ରାଉତଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଶିଖରପୁର ଟ୍ରାଫିକ୍ ଛକରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଅଧିକାରୀ ଜଣକ ରାସ୍ତା ଉପରେ ବଜୁରୀ ଓ ଚିପ୍ସ ଖେଳାଇ ହୋଇଯାଇଥିବା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁ ଚିକିତ୍ସକ

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସୁବଳୟାର ଭେଟେରିନାରୀ ସର୍ଜନ ପ୍ରିୟବ୍ରତ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗ୍ରାମର ଲକ୍ଷ୍ମଣ ମୋହନକୁଡାଙ୍କ ଅଭିଯୋଗ ପରେ…

କର୍କଟ ମୁକ୍ତ ହେଲେ ସଞ୍ଜୟ ଦତ୍ତ !

ମୁମ୍ବାଇ: ଚଳିତ ବର୍ଷ ଅଗଷ୍ଟ ମାସରେ ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟର ଶିକାର ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ଏହା ପରେ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଲାଭତୀ ଏବଂ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅନେକ ଥର ଚିକିତ୍ସା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। ଏବେ ସ୍ପେନ୍‌ ପରେ ଆର୍ଜେଣ୍ଟିନାରେ ମୋଟ କରୋନା ମାମଲା ୧୦ ଲକ୍ଷ ଅତିକ୍ରମ କରିଛି। ଭାରତ ପରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ମାମଲା ଆର୍ଜେଣ୍ଟିନାରେ ଦେଖିବାକୁ ମିଳିଛି। ଏଥି ସହିତ ସମଗ୍ର ବିଶ୍ୱରେ…

ଦେଶବାସୀଙ୍କୁ ଆଜି ସନ୍ଧ୍ୟା ୬ଟାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସନ୍ଧ୍ୟା ୬ଟାରେ…