Latest Odisha News

BREAKING NEWS

ଇନ୍‌ଫୋସିିଟି ସାଇ ମନ୍ଦିର ପାଚେରି ଭାଙ୍ଗିଲା ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…

ମା’ ଦୁର୍ଗାଙ୍କ ନାମ ପଛର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ…

କାହିଁକି ୟଶ ଚୋପ୍ରା ଥିଲେ ରୋମାନ୍ସର କିଙ୍ଗ୍?

ନୂଆଦିଲ୍ଲୀ: ୟଶ ଚୋପ୍ରା ବଲିଉଡକୁ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ହିନ୍ଦୀ ସିନେମା ଭିତରେ ରୋମାନ୍ସର ଏକ ନୂତନ ସଂଜ୍ଞା ପ୍ରସ୍ତୁତ କରିଥିଲେ। ସମୟ ସହିତ ସେ ଦର୍ଶକଙ୍କ ପସନ୍ଦକୁ ମଧ୍ୟ ବୁଝିଥିଲେ ଏବଂ ଏହା ଉପରେ ଅଧିକ କାମ କରିଥିଲେ। ଏହାପରେ ସେ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ…

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଅଧ୍ୟାପକ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୁରାଣ୍ଡି କଲେଜର ଏଜୁକେସନ୍ ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ନାଗେଶ୍ୱରଙ୍କ…

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଧୀରେ ଧୀରେ ତଳମୁହାଁ ହେଉଛି ମାରାତ୍ମକ ଭାଇରସ । ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ୨ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ…

ବ୍ରିଟେନ୍‌ରେ ଲାଗିବ ରାଜ୍‌ ଏବଂ ସିମ୍‌ରନ୍‌ଙ୍କ କାଂସ୍ୟ ପ୍ରତିମୂର୍ତ୍ତିି

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ଧରି, ଚଳଚ୍ଚିତ୍ର ‘ଡିଡିଏଲ୍‌ଜେ’ର ମୁଖ୍ୟ ଚରିତ୍ର ରାଜ୍‌ ଏବଂ ସିମରନଙ୍କ ପ୍ରେମ କାହାଣୀ ସାରା ବିଶ୍ୱର ସିନେପ୍ରେମୀମାନଙ୍କ ହୃଦୟରେ ରାଜ୍‌ କରୁଛି। ରିଲିଜ୍ ହେବାର ୨୫ ବର୍ଷ ପୂରଣ ଅବସରରେ ଏହାର ସେଲିବ୍ରେସନ୍‌ କେବଳ ମୁମ୍ବାଇ ନୁହେଁ ଲଣ୍ଡନ୍‌ରେ ମଧ୍ୟ…

ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍‌

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ  ‘କୁମ୍‌କୁମ୍‌ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର  'ଇନ୍ଦୁ ଦାଦି' ତଥା ଜରିନା ରୋଶନ ଖାନ୍‌ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା…

ଦୁବାଇରେ କେମିତି ସମୟ କାଟୁଛନ୍ତି ବିରୁଷ୍କା; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ଖବର ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏବେ ସେ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ବିରାଟ ଆଇପିଏଲ୍…

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ କେସ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି । ୨୪ ଘଂଟାରେ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୫୭୯…

ନୱାଜ ସରିଫଙ୍କ ଜ୍ୱାଇଁ ଗିରଫ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ ସରିଫ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…