Latest Odisha News

BREAKING NEWS

ଫୁଟିଲା କାର ବୋମା; ୧୨ ମୃତ,ଶତାଧିକ ଆହତ

ହେରାଟ: ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ଥିବା ଆଫଗାନିସ୍ତାନ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି ରବିବାର ଦିନ ଏକ କାର ବୋମା ଫୁଟିଛି । ଏଥିରେ ଅତି କମରେ ୧୨ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକରୁ ଅଧିକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଆକ୍ରମଣ ଘୋର…

ଉଡିଲା ଆଇରନ୍‌ ମ୍ୟାନ୍‌ ବେଲୁନ୍‌‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଗାଁରେ ଅଚାନକ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏହାର କାରଣ ମଧ୍ୟ ଥିଲା ବେଶ୍‌ ଚକିତ କଲା ଭଳି। ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ଲୁହା ଆକୃତିର ଏକ ଜିନିଷ ଆକାଶରେ ଉଡୁଥିବାର ଦେଖିଥିଲେ ସେମାନେ ତାଙ୍କ ଆଖିକୁ ବିଶ୍ୱା‌ସ କରିପାରି ନଥିଲେ। ତେବେ…

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର, ଅକ୍ଟୋବର ୧୮ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ । ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ…

ଉପନିର୍ବାଚନ: ଭୁବନେଶ୍ୱର ସିଇଓଙ୍କ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଆଉ କିଛି ଦିନ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିଇଓଙ୍କ ଅଫିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି…

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ 'ପାକିସ୍ତାନ' ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜୟ ପଣ୍ଡାଙ୍କୁ ଓଡ଼ିଶାର 'କୃତଘ୍ନ କୁପୁତ୍ର' ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ…

ବଟି ଦେବାକୁ ମନା କରିବାରୁ ଭାଇ ଭଉଣୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଦାଦା ବଟି ମାଗିବା ଅଭିଯୋଗରେ ଶନିବାର ଦିନ ଟ୍ଵିନ ସିଟିରୁ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ ସୁଧୁରୁ ନାହାନ୍ତି ଦୁର୍ବୁତ୍ତ । ବଟି ଦେବାକୁ ମନା କରିବାରୁ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ…

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି। ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

ରାଉରକେଲାରେ କରୋନା ସଂକ୍ରମଣରେ ଡାକ୍ତରାଣୀଙ୍କ ମୃତ୍ୟୁ; ଦିଆଗଲା ଗାର୍ଡ ଅଫ୍ ଅନର୍

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ ରୋଗୀଙ୍କ ଦେଖାଶୁଣା କରୁଥିବା ଜଣେ ୨୯ ବର୍ଷୀୟ ପିଜି ଛାତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ପ୍ରିୟାଶ୍ରୀ ବୋଲି ଜଣାପଡିଛି । ଯିଏକି ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା । ସେ କରୋନା ପଜିଟିଭ…

ମଣିଷ ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହେ କୋଭିଡ ଭୂତାଣୁ !

ଟୋକିଓ: କରୋନା ମହାମାରୀର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାର ଗୁରୁତ୍ଵକୁ ଦୋହରାଇଥିବା ସହ ଜାପାନର ଏକ ଗବେଷକ ଟିମ ପ୍ରକାଶ କରିଛନ୍ତି ଯେ, କରୋନାଭାଇରସ୍ ମାନବ ଚର୍ମରେ ୯ ଘଣ୍ଟା ସକ୍ରିୟ ରହିଥାଏ । ଏହାର ତୁଳନାରେ, ଫ୍ଲୁ ସୃଷ୍ଟି କରୁଥିବା ରୋଗ ପ୍ରାୟ ୧.୮ ଘଣ୍ଟା ପର୍ଯ୍ୟନ୍ତ ମାନବ…