ହାଇଦ୍ରାବାଦରେ ପ୍ରବଳ ବର୍ଷା, ୫୦ ମୃତ
ହାଇଦ୍ରାବାଦ: ହାଇଦ୍ରାବାଦରେ ବାଦଲ ଫଟା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ସହରର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପ୍ରଭାବିତ ହୋଇଛି ଜୀବନଯାତ୍ରା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର…