Latest Odisha News

ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ‘ନୂଆଁଖାଇ’

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ । ଏହି ପର୍ବକୁ ନେଇ ପୁରପଲ୍ଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ…

ଗଣପର୍ବ ନୂଆଁଖାଇ: ଜାଣନ୍ତୁ କେବେ, କାହିଁକି ଓ କେମିତି ହୁଏ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ଏହି ଉପଲକ୍ଷେ ଆଜି ଉତ୍ସବମୁଖର ସାରା ପଶ୍ଚିମ ଓଡିଶା । ପ୍ରତ୍ୟେକ ଘରୁ ଛୁଟି ଆସୁଛି ପିଠାପଣାର ମହକ । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରିଉଠୁଛି । .ଜାଣନ୍ତୁ କେତେବେଳେ ମାଆ ସମ୍ବଲେଶ୍ୱରୀଙ୍କୁ ଲାଗି ହେବ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୩ ରିଖ ମଙ୍ଗଳବାର ସିଂହ ୧୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମକର ରାଶିର…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି । ଏହି ନୀତି ଅନୁଯାୟୀ ବାସଗୃହ ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ…

ଆଖଣ୍ଡଳମଣି ପୀଠରେ ୪ଶହ ବର୍ଷର ପରମ୍ପରା : ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ

ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା…

ଜାଣନ୍ତୁ, ଆଗାମୀ ୩ ଦିନ ଓଡ଼ିଶାର କେଉଁସବୁ ଜିଲ୍ଲାମାନଙ୍କରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଗାମୀ ୩ ଦିନ ଧରି ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗ । ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗର ସଦ୍ୟତମ ସୂଚନାନୁଯାୟୀ, ଉତ୍ତର-ପଶ୍ଚିମ…

ମୁଗ ଡାଲି ପରଟା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ପରଟା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ : ମୁଗ ଡାଲି – ୧କପ୍, ଅଟା – ୨କପ୍, ଲୁଣ – ସ୍ବାଦାନୁସାରେ, କଞ୍ଚା ଲଙ୍କା – ୨ଟିଜିରା – ସାମାନ୍ୟ ତେଲ କିମ୍ବା ଘିଅ – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ…

ହିମା ଦାସଙ୍କ ବାୟୋପିକ ନିର୍ମାଣ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ସାମିଲ ହେବାକୁ ଯାଉଛି ସ୍ୱର୍ଣ୍ଣ ବିଜୟିନୀ ହିମା ଦାସଙ୍କ କାହାଣୀ । ଆସାମର ୧୮ ବର୍ଷ ବୟସ୍କା ଆଥଲେଟ ହିମା ଦାସ ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନସିପରେ ଏକ ମାସରେ ୫ଟି ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ । ହିମାଙ୍କ ଖେଳ…

ବଢ଼ିଲା ଅଣ ରିହାତି ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ରନ୍ଧନ ଗ୍ୟାସ ସିଲିଣ୍ଡର ଦର । ରନ୍ଧନ ଗ୍ୟାସ ଉପରେ ପାଖାପାଖି ୧୬ ଟଙ୍କାର ବୃଦ୍ଧି ଘଟିଥିବା ଭାରତୀୟ ତୈଳ ନିଗମ (ଆଇଓସି) ସୂଚନା ଦେଇଛି । ବର୍ଦ୍ଧିତ ଦର ଏବଂ ଅନ୍ୟାନ୍ୟ ଟିକସ ଲାଗୁ ହେବା ପରେ ଦେଶର ପ୍ରମୁଖ ମହାନଗର ଗୁଡ଼ିକରେ ଏହାର ଦାମ ଅଲଗା ଅଲଗା ରହିଛି…