Latest Odisha News

BREAKING NEWS

ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩/୪ ରାଫାଲ ବିମାନ ସାମିଲ ହେବ

ନୂଆଦିଲ୍ଲୀ: ଚୀନ ବିପକ୍ଷରେ ଭାରତ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହି ଅବସରରେ ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩-୪ ରାଫାଲ ବିମାନ ସାମିଲ ହେବ । ରିପୋର୍ଟ ମୁତାବକ ନଭେମ୍ବର ପ୍ରଥମ ସପ୍ତାହରେ ଏହା ହରିୟାଣାର ଅମ୍ବାଲା ଏୟାରବେସରେ ପହଂଚିବ । ଜୁଲାଇ…

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣା; ପୋଲିସ ବିରୁଦ୍ଧରେ ମାମଲା ଦାୟର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗ୍ରାମର ସୁଚନା ଅଧିକାର କର୍ମୀ ସତ୍ୟବ୍ରତ ଶତପଥିଙ୍କୁ ମରଣାନ୍ତକ ଆକ୍ରମଣ। ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନଗେନ୍ଦ୍ର ବିଶ୍ୱାଳ ସୁପାରି କିଲର ଲଗାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ। ଏନେଇ…

ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ଅସୁରକ୍ଷିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିନ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ମହିଳାଙ୍କ ପ୍ରତି ୧୩ଟି ଭୟଙ୍କର ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୯ ରୁ ୧୫…

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ଆରୋହୀ ମୃତ

ତାଳଚେର: ତାଳଚେର ଚାଇଁପାଳ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ମିନି ଟ୍ରକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ । ସୂଚନାନୁସାରେ, ସେ ଆଜି ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ…

ଘରେ କରନ୍ତୁ ପୁଦିନା ଚାଷ !

ସାମାଜିକ ଜୀବନର ବ୍ୟସ୍ତତା ଭିତରେ ଏବେ ଟିକିଏ ଖାଲି ସମୟ ପାଇବା ସତରେ କଷ୍ଟ । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜକୁ ଦୁର୍ବିସହ ଲାଗିବା ସ୍ୱାଭାବିକ । ସମୟ ଆସି ଏପରି ସ୍ଥଳରେ ଉପନୀତ ଆଜି କୌଣସି ବ୍ୟକ୍ତି ବି ଚାଷ ଜମିକୁ ଯାଇ ଫସଲ ଲଗାଇବାକୁ ମନ ବଳେଇବାର ପ୍ରଶ୍ନ ଉଠୁନି । କାଦୁଅ ବିଲରେ ଗୋଡ଼…

୭୫ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଖାଦ୍ୟ ଓ କୃଷି ସଂଗଠନର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ କଏନ ଜାରି କରିଛନ୍ତି । ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଛି । ଏଥିପାଇଁ ଏହି ସ୍ମୃତି କଏନ ଜାରି କରାଯାଇଛି । ସାଧାରଣ ଜନତା ଏହାକୁ…

ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅଙ୍କୁ ଲୋକେ କଲେ ବିରୋଧ, ଆଉ ତାପରେ..

ହାଇଦ୍ରାବାଦ: ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସମୟରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ.ଟି.ଆରଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ସେ ବର୍ତ୍ତମାନ ତେଲେଙ୍ଗାନାର ପୌରପାଳିକା ଏବଂ ନଗର ଉନ୍ନୟନ ମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି…

ସମ୍ ହସ୍ପିଟାଲ୍‌ରେ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଦୁଇଦିନିଆ ଡାକ୍ତରୀ ଶିକ୍ଷା ଓ ତାଲିମ୍ ଉପରେ ଏକ କର୍ମଶାଳା ଆରମ୍ଭ ହୋଇଯାଇଛି । ଏହି କର୍ମଶାଳାକୁ ଅଣଆନୁଷ୍ଠାନିକ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍…

ନାବାଳିକା ଦୁଷ୍କର୍ମ ମାମଲା: ଜେଲ ଗଲେ ଦୁଇ ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣାର ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରା ଓରଫ ଟିକି ଓ ତାର ସହଯୋଗୀ ରାକେଶ କୁମାର ରାଉତକୁ ପୁଲିସ ଗିରଫ କରି ଚୈାଦ୍ୱାର ଜେଲ ହାଜାତକୁ ପଠାଇ ଦେଇଛି । ଆହତ ନାବାଳିକାକୁ ବସୁନ୍ଧରାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା…

ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ ମାମଲା: ପୋଲିସ ଏସପି ଗିରଫ

ଆସାମ: CID ଗୁରୁବାର ଦିନ ସବ ଇନ୍ସପେକ୍ଟର ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ଜଣେ ପୋଲିସ ଅଧୀକ୍ଷକ(ଏସପି)ଙ୍କୁ ଗିରଫ କରିଛି । ଆସାମର ବାରପେଟା ଜିଲ୍ଲାର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ରେ ଏସପି ଭାବରେ ପୋଷ୍ଟ ହୋଇଥିବା କୁମାର ସଞ୍ଜିତ କୃଷ୍ଣଙ୍କୁ ଗୁରୁବାର…