Latest Odisha News

BREAKING NEWS

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍. ଭି. ରମନା । ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରେ ଅବସର ନେବେ ପ୍ରଧାନ…

ଥାନା ଭିତରେ ପୋଲିସ ବାବୁଙ୍କ ନାଗିନ୍ ଡ୍ୟାନ୍ସ, ଭିଡିଓ ଭାଇରାଲ୍

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ପୋଲିସ ବାବୁ ମାନେ ନାଗିନ୍ ଡ୍ୟାନ୍ସ କରୁଥିବା ଭଳି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଉକ୍ତ ଭିଡିଓରେ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ଥାନା ଭିତରେ ନାଚୁଛନ୍ତି।…

୪୧ ତମ ପ୍ରତିଷ୍ଠା ଦିବସରେ ବିଜେପି କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ବିଜେପି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, 'ବିଜେପି ପ୍ରତିଷ୍ଠା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ…

ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କଲା ପ୍ରଶାସନ

ଭବାନୀପାଟଣା: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ଜାରି ରହିବ। ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ କହିଛନ୍ତି ଯେ ପଡୋଶୀ ରାଜ୍ୟରେ କରୋନା ମାମଲା…

ଏହି ୧୨ ରାଜ୍ୟରୁ ପୁରୀ ଆସିଲେ ପର୍ଯ୍ୟଟକଙ୍କ ପାଇଁ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ପୁରୀରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି ହୋଇଛି । ଅଧିକ ସଂକ୍ରମିତ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ସମେତ ୧୨ଟି ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଛି କଟକଣା । ଏସବୁ ରାଜ୍ୟରୁ…

ବଢୁଛି ସଂକ୍ରମଣ ମାମଲା, ଦେଶରେ ଆଜି ୯୬ ହଜାର ନୂଆ ଆକ୍ରାନ୍ତ, ୫୦ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୦୪୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ…

ଦ୍ୱିତୀୟ ଟିକା ଗ୍ରହଣ କରିବାର ୧୦ ଦିନ ପରେ କରୋନା ସଂକ୍ରମିତ ହେଲେ ବ୍ୟକ୍ତି

ଭୁବନେଶ୍ୱର: ଟିଟଲାଗଡର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତି ୧୦ ଦିନ ପୂର୍ବରୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାପରେ ବି ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର…

ହାତୀ କରୁଛି ମର୍ଣ୍ଣିଙ୍ଗ୍‌ ୱାକ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ପରବିନ କାସୱାନ ଏକ ହାତୀପଲ ଜଙ୍ଗଲରେ ବୁଲିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରୁ ଏପରି ଲାଗୁଛି ଯେପରି ସକାଳ ସକାଳୁ ହାତୀପଲ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଛନ୍ତି। ଏହି ଚମତ୍କାର ଦୃଶ୍ୟ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି।…

ଭୁକମ୍ପରେ କମ୍ପିଲା ମଙ୍ଗଳ ଗ୍ରହ, ସୂଚନା ଦେଲା ନାସା ଇନସାଇଟ୍ ଲ୍ୟାଣ୍ଡର

ୱାଶିଂଟନ୍: ପୃଥିବୀ ଏବଂ ଚନ୍ଦ୍ର ପରି ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଇନସାଇଟ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଦୁଇଟି ବଡ଼ ଭୂକମ୍ପ ହୋଇଥିବା ଚିହ୍ନଟ କରିଛି।…

ଏପ୍ରିଲରେ ଉପରମୁହାଁ: ଆଜି ରାଜ୍ୟରୁ ୫୮୮ କରୋନା ପଜିଟିଭ୍, ଖୋର୍ଦ୍ଧାରେ ସଂଖ୍ୟା ଡେଇଁଲା ୧୦୦

ଭୁବନେଶ୍ୱର: ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ଉପରମୁହାଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪୬ଟି ।…