Latest Odisha News

BREAKING NEWS

କରୋନା ସ୍ଥିତି ନେଇ ଆଜି ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ…

ଘୁଞ୍ଚିଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ସୋମବାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶୀ' ନିର୍ମାତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ରାଜ୍ୟରେ…

ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ଝାରସୁଗୁଡ଼ା: କରୋନା ଯୋଗୁ ପ୍ରଶାସନ କଟକଣା ଲଗାଇଛି । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ସହରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବା ବିକ୍ରି ନପାରି ରାସ୍ତାରେ ଫିଙ୍ଗି ପ୍ରତାବିଦ ଜଣାଇଲେ ଚାଷୀ । ଆଜି ଝାରସୁଗୁଡ଼ାରେ ହାଟ ଥିଲା । ଫଳରେ ଜିଲ୍ଲାର…

ଆସାମରେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟିଂ

ନୂଆଦିଲ୍ଲୀ: ଆଜି ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଭୋଟିଂ । ଆଜି ଆସାମର ୧୨ ଜିଲ୍ଲାର ୪୦ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର ।…

ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଆଜି ମତଦାନ

ନୂଆଦିଲ୍ଲୀ: ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ମତଦାନ ଚାଲିଛି । ଶାନ୍ତିଶୃଙ୍ଖଳାରେ ସେମାନଙ୍କର…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୬ ତାରିଖ ମଙ୍ଗଳବାର ମୀନ ୨୪ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦଶମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଆଜିର ଘାତ ବାରମକର ରାଶିର ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ : କଳମ୍ଵି ଶାଗ  ମେଷ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ମଧୁପାଟଣା ଥାନା ASI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୋଲିସ ବାବୁ । କଟକ ମଧୁପାଟଣା ଥାନାର ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି । ପ୍ରଣବଙ୍କୁ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ପ୍ରଣବଙ୍କୁ ଗିରଫ ପରେ ତାଙ୍କ ସରକାରୀ ବାସଭବନରେ ରେଡ୍ କରିଛି କଟକ…

TTPS ବନ୍ଦ ପ୍ରତିବାଦରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ତାଳଚେର ଟିଟିପିଏସ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦିଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଆଜି ଦଳ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି- ତାଳଚେର TTPS ପ୍ଲାଣ୍ଟକୁ…

ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ତ୍ରୁଟି ଦେଖିଥିଲେ ପ୍ରମୁଖ ସଚିବ । ଏହାସହ…