Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୫-୧୦-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୫ ରିଖ ଗୁରୁବାର କନ୍ୟା ୩୦ ଦିନ ଆଶ୍ୱୀନ ମଳ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର   ଘାତ ବାର:- ତୁଳା ଓ କୁମ୍ଭ ରାଶିର   …

ମୁଲାୟମ ସିଂହ ଯାଦବ ଓ ପତ୍ନୀ କରୋନା ସଂକ୍ରମିତ, ମେଦାନ୍ତରେ ଭର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ କରୋନା ସଂକ୍ରମିତ । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । समाजवादी…

୬ ମାସ ପରେ ଆଜିଠୁ ଖୋଲୁଛି ସିନେମା ହଲ୍, ଏମିତି ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ: ମାର୍ଚ୍ଚ ପରଠାରୁ ବନ୍ଦ ରହିଛି ସିନେମା ହଲ । କେନ୍ଦ୍ର ସରକାର ଅନଲକ-୫ରେ ଆଜିଠାରୁ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଥିଲେ । କୋଭିଡ୍ କଟକଣା ଭିତରେ ଆଜିଠୁ ଖୋଲୁଛି । ସିନେମା ହଲ ବନ୍ଦ ରହିବା ଯୋଗୁଁ ଏଣ୍ଟରଣ୍ଟେନମେଣ୍ଟ ଇଣ୍ଡଷ୍ଟ୍ରିର ବ୍ୟାପକ କ୍ଷତି ହୋଇଛି । ସିନେମା…

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାପକ ଜନସଚେତନତା ଓ କୋଭିଡ୍…

ବୟସ ୧୦୪, ଜାଳି ଚାଲିଛନ୍ତି ଶିକ୍ଷାର ଦୀପ !

ଯାଜପୁର: ଦେହରେ ବଳ ନାହିଁ ଚାଲିବାକୁ । ଜୀବନ ବୟସରେ ଖେଳିଛନ୍ତି ଶତକୀୟ ଇନିଂସ୍ । ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି । ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ…

କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ: ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା । ସର୍ଟସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମଙ୍ଗଳବାର ମୁମ୍ବାଇ-ଆଗ୍ରା ରାଜମାର୍ଗରେ ପିମ୍ପଲଗାଓ ବସବନ୍ତ ଟୋଲ ପ୍ଲାଜା ନିକଟରେ ଏହି…

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା: ମୋଟ ପରୀକ୍ଷଣ ୯ କୋଟି ଟପିଲା

ନୂଆଦିଲ୍ଲୀ: ଜାନୁୟାରୀ ୨୦ ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫,୦୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯,୦୦,୯୦,୧୨୨ରେ ପହଞ୍ଚିଛି । ଦେଶର ୧୯୦୦ ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ…

ଧାୱନ, ଆୟାରଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୭

ଦୁବାଇ:ଚଳିତ ଆଇପିଏଲର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେଉଛି । ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ବିଜୟ ପାଇଁ ୧୬୨ ରନ ଆବଶ୍ୟକ କରୁଛି । ଶିଖର…

ଗୁରୁଣ୍ଡିଆର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ, ୨୩ଟି ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ସୁନ୍ଦରଗଡ଼: ୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଦିନ ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର ୪ଟି ସବସେଣ୍ଟର ଜରିଆରେ…

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ସେନାକୁ ପ୍ରସ୍ତୁତ ରହିବା ପାଇଁ କହିଲେ ଜିନିପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ…