Latest Odisha News

BREAKING NEWS

ଭକ୍ତଙ୍କ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିବା ନେଇ ସୂଚନା ମିଳିଛି। ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବ ନାହିଁ ଦୁର୍ଗାପୂଜା : ଜିଲ୍ଲାପାଳ

ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଲୋକଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି। ତେବେ ଆଗକୁ ଆହୁରି ସଜାଗ ରହିବାକୁ…

ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର…

ଗୁଗୁଲ ଭାଙ୍ଗିଦେବ କୋହଲିଙ୍କ ସଂସାର !

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ବ୍ୟାଣ୍ଡ୍ ବାଜା ବାରାତ୍‌, ପିକେ, ସୁଲତାନ, ସଂଜୁ, ସୁଇ ଢାଗାରେ ନିଜ ଅଭିନୟର ଯାଦୁ ଦେଖାଇ ଫ୍ୟାନମାନଙ୍କ ଅତି ପ୍ରିୟ ଅନୁଷ୍କା ଆଫଗାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ । ଏହା ଆମେ କହୁନୁ ଗୁଗୁଲ ବାବା କହୁଛନ୍ତି । ଆପଣ ଯଦି ଗୁଗୁଲରେ ରସିଦ ଖାନଙ୍କ…

କ୍ୟାଟ୍ରିନାଙ୍କ ସୁପର ହିରୋ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ଏକ ସୁପର ହିରୋ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସୁପର ଓମ୍ୟାନ ଭୂମିକାରେ ସେ ଅଭିନୟ କରିବେ । ଖୁବ୍ ଶୀଘ୍ର ଏହାର ଶୁଟିଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି । ଅଲୀ ଆବାସ ଜାଫର ଏହି ଫିଲ୍ମଟିକୁ ତିଆରି କରୁଛନ୍ତି ।…

କୋଭିଡ କଟକଣା ମଧ୍ୟରେ ଗଡିବ ମା’ ବିରଜାଙ୍କ ରଥ

ଯାଜପୁର: କୋଭିଡ କଟକଣା ମଧ୍ୟରେ ମା' ବିରଜାଙ୍କ ରଥ ଗଡିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏସମ୍ପର୍କରେ ଆଜି ଯାଜପୁର ଜିଲ୍ଲପାଳ ଏସପି ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଏକ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ବୈଠକରେ ହାଇକୋର୍ଟଙ୍କ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୭୭ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୭୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ…

ଆସନ୍ତୁ ଜାଣିବା କାହିଁକି ବଲିଉଡର ୪ ଆସୋସିଏଶନ, ୩୪ ପ୍ରଡ୍ୟୁସର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ

ମୁମ୍ବାଇ: ବଲିଉଡର ୪ ଆସୋସିଏଶନ ଓ ୩୪ ପ୍ରଡ୍ୟୁସର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୁଶାନ୍ତ ସିଂ ରାଜପୁତ କେସ୍‌ରେ କେତେକ ନ୍ୟୁଜ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ବଲିଉଡକୁ ଟାର୍ଗେଟ ଓ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ସେମାନେ ଏ ନେଇ ମାମଲା ରୁଜୁ କରିଛନ୍ତି ।…

ହେମଗିରିରେ ଲୋକାର୍ପିତ ହେଲା ସାର୍ବଜନୀନ ପାଠାଗାର

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ବହିପଢ଼’ଅଭିଯାନ ଅଧୀନରେ ହେମଗିରି ବ୍ଲକର କମଲଗାଠାରେ ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହି ଗ୍ରାମୀଣ ପାଠାଗାରକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ଉଦଘାଟନ କରିଛନ୍ତି। ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ହେମଗିରି…