Latest Odisha News

BREAKING NEWS

ଆପଣ ଜାଣନ୍ତି କି ବର୍ଷକୁ ଦୁଇ ଥର ହୁଏ ଦୁର୍ଗା ପୂଜା !

ଭୁବନେଶ୍ୱର: ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ,…

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍…

ଭୁବନେଶ୍ୱରର ୩ ସ୍ଥାନରେ ଅପରାଜିତା ଷଡଙ୍ଗୀଙ୍କ ବୈଠକ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ବିଏମସି ୧୫ ଦିନ ପାଇଁ ସିଲ୍ କରିଦେଇଛି । ଯାହା ପରେ ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ଭୁବନେଶ୍ୱରର ୩ଟି ସ୍ଥାନରେ ଜନସାଧାରଣ ବୈଠକ ଅନୁଷ୍ଠିତ କରିବେ । ସେ କହିଛନ୍ତି ଯେ ଏହି ଅବଧି ମଧ୍ୟରେ…

ଉତ୍ତରକୋରିଆ ପ୍ରଦର୍ଶିତ କଲା ସବୁଠାରୁ ବଡ କ୍ଷେପଣାସ୍ତ୍ର

ପ୍ୟୋଙ୍ଗୟାଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଶାସକ ଦଳ କୋରିଆ ୱାର୍କର୍ସ ପାର୍ଟି ପକ୍ଷରୁ ୭୫ ବର୍ଷ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…

ଆଇପିଏସ ଅନୁପ ସାହୁଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର: ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋସିଆଲ ମିଡିଆରେ ଅନୁରୋଧ…

ଅବିଶ୍ୱସନୀୟ ଗାଁ, ଏଠି ବିନା ପୁରୁଷରେ ମହିଳା ହୁଅନ୍ତି ଗର୍ଭବତୀ !

ଭୁବନେଶ୍ୱର: ଖାସ କରି ଗାଁ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି କିଛି ନା କିଛି ଅଜଣା କଥା, ପରମ୍ପରା ଓ ରହସ୍ୟମୟ ଘଟଣା ସାମ୍ନାକୁ ଆସିଥାଏ । କେନିଆର ଏକ ଅଖ୍ୟାତ ଗାଁ । ଏହି ଗାଁର ଏକ ଅବିଶ୍ୱସନୀୟ ଘଟଣା ସମସ୍ତଙ୍କୁ ତାଜୁବ କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ କେବଳ ମହିଳାମାନେ ହିଁ…

ଭୁବନେଶ୍ୱରରୁ ୨୯୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ; ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ବାଲେଶ୍ୱର ସଦର ଆସନରୁ ବିଜେପି ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ…

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ ଅଛନ୍ତି, ଯିଏ କି ବିରିଆନୀ ପାଇଁ ଦେଢ କିମି ଲମ୍ବା ଲାଇନରେ ଛିଡା ହେବାକୁ…

କଟକର ପାନ ଦୋକାନୀ ପାଳିଲେ ବିଗ୍ ବି’ଙ୍କ ବାର୍ଥ ଡେ’

କଟକ: ଆଜି ହେଉଛି ବଲିଉଡର ସହେନ୍‌ସା ବିଗ୍ ବିଙ୍କ ଜନ୍ମ ଦିନ । ୭୮ରେ ପାଦ ରଖିଛନ୍ତି ଅମିତାଭ ବଚ୍ଚନ । ତେବେ ତାଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କର ଜଣେ ବଡ ଫ୍ୟାନ୍ । କଟର ବାଦାମବାଡି ଅଂଚଳର ପାନ ଦୋକାନୀ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ…