Latest Odisha News

BREAKING NEWS

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର…

ବୟସ ହାର ମାନିଛି ବିଗ୍ ବିଙ୍କ ପାଖରେ

ଭୁବନେଶ୍ୱର: ଆଜି ୭୮ ବର୍ଷରେ ପାଜ ଦେଲେ ମହାନାୟକ ଅମିତାଭ ବଚ୍ଚନ । କିନ୍ତୁ ବୟସ ତାଙ୍କ ପାଇଁ ଯେମିତି ଖାଲି ଗୋଟିଏ ନମ୍ବର । ଆଜି ବି ସେ ଆକ୍ଟିଭ୍ ଆଉ ୟଙ୍ଗ । ସାଧାରଣତଃ ଦେଖାଯାଏ ବୟସ ବଢିଲେ ଲୋକେ ଟିକେ ମାନ୍ଦା ହୋଇଯାଆନ୍ତି । କାମରୁ ବିରତି ବି ନିଅନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ…

ଫିଲ୍ମ ଲକ୍ଷ୍ମୀ ବମ୍‌ ଭ୍ୟୁିଜ୍‌;୨୪ ଘଣ୍ଟାରେ ୭୦ ମିଲିୟନ୍‌ ପାର୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ ଟ୍ରେଲର ଆସିଛି ଏବଂ ଏହାକୁ ନେଇ ସବୁଆଡେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଏହି ହରୋର୍‌ କମେଡି ଚଳଚ୍ଚିତ୍ରରେ ଅକ୍ଷୟ ଏଭଳି ଜଣେ ପୁରୁଷଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାଙ୍କ ଶରୀରରେ ଜଣେ ମହିଳାଙ୍କ ଆତ୍ମା ରହିଛି। ଏହି ମହିଳା…

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ସିସିଟିଭି ଯାଂଚରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କେମିତି ହେଲା ରାଜଧାନୀ ରାଜଭବନ ନିକଟରେ ପେଟ୍ରୋଲ ପମ୍ପ ବିସ୍ଫୋରଣ । ବିସ୍ଫୋରଣ ସମୟରେ ଟାଙ୍କି ପାଖରେ କେତେ ଜଣ ଥିଲେ । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ…

କାହିଁକି ରାଜନୀତିରୁ ଦୂରେଇ ଯାଇଥିଲେ ଅମିତାଭ ବଚ୍ଚନ?

ମୁମ୍ବାଇ: ଆଜି ବଲିଉଡ୍‌ର ସେହେନ୍‌ସା ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ। ଗତ ଶତାବ୍ଦୀର ସୁପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ସହିତ ରାଜନୀତିରେ ମଧ୍ୟ ନିଜର ଭୂମିକା ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ସେ। ସେମାନଙ୍କ…

ଆଜିଠୁ ପୁଣି ବର୍ଷିବ!

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଏହା ୱେଲ୍‌ମାର୍କରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ …

ରାଶି ଫଳ                                  ତା୧୧-୧୦-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ୧୧ ରିଖ ରବିବାର କନ୍ୟା ୨୬ ଦିନ ଆଶ୍ୱୀନ ମଳ ମାସ କୃଷ୍ଣ ପକ୍ଷ ନବମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମେଷ ରାଶିର ଆଜି: ଲାଉ ଖାଇବା…

ସିିନେମା ହଲ୍‌ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’!

ମୁମ୍ବାଇ: ପୁଣି ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ । ପୁଣିଥରେ ସିନେମା ହଲ୍‌ରେ ଫ୍ୟାନ୍ସମାନେ ଶୁଣିବାକୁ ପାଇବେ ସୁଶାନ୍ତଙ୍କ ଭଏସ୍ । କେବଳ ସେତିକି ନୁହେଁ ତାଙ୍କ ଡାଏଲଗ୍ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିବ । ବଡ ପରଦାରେ ରିଲିଜ…

ନେହା କକ୍କଡ଼ଙ୍କ ବିବାହ କଥା ଶୁଣି କଣ ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ?

ମୁମ୍ବାଇ: ଗାୟିକା ନେହା କକ୍କଡ ଏବେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁଯାୟୀ ନେହା କକ୍କଡ଼ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ନେହା ସୋସିଆଲ…

ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର, ଲୋକେ ଆତଙ୍କିତ

ମଣିପୁର: ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର ବିଷ୍ଣୁପୁର ଅଂଚଳ । ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପୁର ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ରାତି ୧୧ଟା ୮ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।…