Latest Odisha News

BREAKING NEWS

‘ମମତା ଘର’ ଜିଲ୍ଲା ଖଣିଜ ପ୍ରତିଷ୍ଠାନ; କେନ୍ଦୁଝର ତରଫରୁ ପୃଷ୍ଟିହୀନତା ଦୂର କରିବା ପାଇଁ ଏକ ସଫଳ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପ୍ରଭାବିତ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କର ଜୀବନ ଜୀବିକାର ମାନରେ ଉନ୍ନତି ଆଣିବା ପାଇଁ ଡିଏମଏଫ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଦା କର୍ତ୍ତବ୍ୟରତ । ଏହି ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ଭି୭…

ପାକିସ୍ତାନର ଆଇଏସଆଇକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗରେ ହାଲ୍ କର୍ମଚାରୀ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ର ଏଟିଏସ୍ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଏଜେନ୍ସିକୁ ଯୁଦ୍ଧ ବିମାନ ବିଷୟରେ ଗୁପ୍ତ ସୂଚନା ଯୋଗାଇଦେବା ଅଭିଯୋଗରେ ଜଣେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କର୍ମଚାରୀଙ୍କୁ ଗିରଫ କରିଛି। ଦୀପ ଶିରସାଥ ନାମକ ୪୧ ବର୍ଷୀୟ…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଲା ନୋବେଲ ଶାନ୍ତି ପୁରସ୍କାର

ଓସ୍ଲୋ: ନୋବେଲ କମିଟି କହିଛି ଯେ କ୍ଷୁଧାକୁ ମୁକାବିଲା କରିବା ତଥା ବିବାଦୀୟ ଅଞ୍ଚଳରେ ଶାନ୍ତି ପାଇଁ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଥିବାରୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WHP) କୁ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ନରୱେ ନୋବେଲ କମିଟିର ଚେୟାରମ୍ୟାନ୍…

ଉଡନ୍ତା ବିମାନରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ବେଙ୍ଗାଳୁରୁ: ଦିଲ୍ଲୀରୁ ବେଙ୍ଗାଳୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ଗୁରୁବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ୬ଇ ୧୨୨ରେ ଏହି ପିଲାଟି ଜନ୍ମ ନେଇଛି । ବେଙ୍ଗାଳୁରୁରେ ବିମାନଟି ପହଞ୍ଚିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଭୟ ମାଆ ଓ ଶିଶୁକୁ ସ୍ୱାଗତ କରିଥିଲେ । ଯାହାର…

ଜାଣନ୍ତୁ କ’ଣ ରହିବ ଉପନିର୍ବାଚନ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ନଭେମ୍ବର ୨ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦ୍ୱାରା ନିମ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି: ନାମାଙ୍କନପତ୍ର ଦାଖଲ ସମୟରେ କେବଳ ଦୁଇ ଜଣଙ୍କୁ…

ମହାଭାରତର ଅଶ୍ୱତ୍ଥାମା ସାଜିବେ ଭିକି କୌଶଲ !

ମୁମ୍ବାଇ: ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପୂର୍ବ ସଫଳତା ପରେ ପୁଣିଥରେ ଏକାଠି ହେବେ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ଆଦିତ୍ୟ ଧର । ଏକ ମାଇଥୋଲଜିକାଲ ପିରିଅଡ ଡ୍ରାମା ମୂଭିରେ ଏକାଠି କାମ କରିବେ ଦୁହେଁ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୧ରେ ହେବ ବୋଲି ଯୋଜନା ରହିଥିଲା । ହେଲେ…

ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା

ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ ତାଙ୍କର ମୃତ୍ୟୁ ଘଟିଛି। ପୂଜାରୀଙ୍କର ପ୍ରାୟ ତେରଟି ବଡ…

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ । ଅପେକ୍ଷାର…

ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ…