Latest Odisha News

BREAKING NEWS

କୋଭିଡ୍ ନିୟମ ଉଲଘଂନ ଦର୍ଶାଇ ସିଲ୍ ହେଲା ପେଟ୍ରୋଲ ପମ୍ପ

ସୋନପୁର: ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏଥି ପାଇଁ ରାଜ୍ୟ ସରକାର କରୋନା ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ସୋନପୁରର ଏକ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ଦୁଇ ଦିନ ତଳେ…

ସର୍ବିୟା ମଡେଲଙ୍କର ଚାଂଚଲ୍ୟକର ବୟାନ, ଜୋକୋଭିଚଙ୍କୁ ଫସାଇବା ଯଚା ଯାଇଥିଲା ୫୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସର୍ବିୟାର ମଡେଲ ନାତାଲିୟା ସ୍କେକିଚଙ୍କ ଚାଂଚଲ୍ୟକର ବୟାନ ସାରା ବିଶ୍ୱର ଗଣମାଧ୍ୟମକୁ ସ୍ତବ୍ଧ କରିଦେଇଛି । ନାତାଲିୟା କହିଛନ୍ତି ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ଫସାଇବା ଏବଂ ଫିଲ୍ମ ତିଆରି କରିବା ପାଇଁ ୬୦,୦୦୦ ୟୁରୋ(୫୧ ଲକ୍ଷ ଟଙ୍କା) ଯଚା…

ପୁରୀରୁ ୨.୩୬ଲକ୍ଷ ଟଙ୍କାର କୋରେକ୍ସ ଜବତ, ୧୨ ଗିରଫ

ପୁରୀ: ପୁରୀର ବିଭିନ୍ନ ସ୍ଥାନରେ ପୋଲିସ ଆଜି ଚଢଉ କରି ୨୧୪୯ ବୋତଲ କୋରେକ୍ସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୬ ହଜାର ୩୯୦ ଟଙ୍କା ହେବ ବୋଲି ଜଣାପଡିଛି । ଏଥି ସହ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ବାସେଳୀ ସାହିରୁ…

ଲକଡାଉନ୍ ବଦଳାଇଦେଲା ପେଶା, ବିଟେକ୍ ଇଞ୍ଜିନିୟର ବିକୁଛନ୍ତି ବିରିୟାନି

ମାଲକାନଗିରି: ଲକଡାଉନ୍ ବଦଳାଇଦେଲା ଦୁଇ ଯୁବ ଇଞ୍ଜିନିୟରଙ୍କ ପେଶା । ପରିବାର ଉପରେ ବୋଝ ନହୋଇ ନିଜ ଗୋଡରେ ଠିଆ ହେବା ଲାଗି ସହରରେ ଲଗାଇଛନ୍ତି ଗୋଟିଏ ଠେଲା । ଯାହାର ନାଁ ଦେଇଛନ୍ତି ଇଞ୍ଜିନିୟରସ୍ ଠେଲା । ମାଲକାନଗିରି ଜିଲ୍ଲାର ଏହି ଦୁଇ ଯୁବ ଇଞ୍ଜିନିୟର ବନ୍ଧୁ ସହରର ରାସ୍ତା କଡରେ ଏହି…

ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଟ୍ରକ ଉପରେ ବଜ୍ରପାତ, ୩ଘଂଟା ଧରି ସିଲିଣ୍ଡର ଫୁଟିଲା

ଭିଲୱାଡା: ଜୟପୁର-କୋଟା ହାଇୱେରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ ଉପରେ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଟ୍ରକଟି ଓଲଟି ଯାଇଥିଲା ଏବଂ ସିଲିଣ୍ଡରଗୁଡିକରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୩ ଘଂଟା ଧରି ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ଏନଏଚ-୫୨ ୧୭ ଘଂଟା…

ବିଜେପିରେ ମିଶିବେ କି ସୌରଭ ଗାଙ୍ଗୁଲି!

କୋଲକାତା: ଅନୁମାନ କରାଯାଉଛି ଯେ ବିଜେପି ଚାହୁଁଛି ଯେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତୁ। ଏ ନେଇ ତାଙ୍କର ପୂର୍ବତନ ସାଥୀ ତଥା ମୋୟନା ଆସନରୁ ସାଫ୍ରନ୍ ଦଳର ପ୍ରାର୍ଥୀ ଅଶୋକ ଦିଣ୍ଡା କହିଛନ୍ତି ଯେ…

ଫିଲ୍ମ ‘ସାଇନା’ ପାଇଁ ପ୍ରଥମ ପସନ୍ଦ ନଥିଲେ ପରିଣୀତି

ମୁମ୍ବାଇ: ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସାଇନା'ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ମାର୍ଚ୍ଚ ୨୬ରେ ପ୍ରେକ୍ଷାଳୟକୁ ଆସିବ। କିନ୍ତୁ ଆପଣ ଜାଣନ୍ତି କି ଏହି ଚରିତ୍ର ପାଇଁ ପରିଣୀତି ପ୍ରଥମ ପସନ୍ଦ ନଥିଲେ। ଏହାପୂର୍ବରୁ ଶ୍ରଦ୍ଧା…

ଆତ୍ମସମର୍ପଣ କଲେ ତିନି ଜିଲ୍ଲାରେ ସକ୍ରିୟ ଥିବା ୨ ହାର୍ଡକୋର ମାଓବାଦୀ

ରାୟଗଡା: ଛତିଶଗଡ କ୍ୟାଡରର ଦୁଇ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ରାୟଗଡା ଏସପିଙ୍କ ନିକଟରେ ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ ।  ରାୟଗଡା,…

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ…

ମାଲକାନଗିରିରେ ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ 

ମାଲକାନଗିରି: ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ । ମହତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ଗତକାଲି ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ ହୋଇଛି  ।  ଏହି ଅବସରରେ ମଞ୍ଚରେ ପରିବେଷଣ…