Latest Odisha News

BREAKING NEWS

ଫିଲ୍ମ ‘ହ୍ୱାଇଟ୍‌ ଟାଇଗର୍’‌ ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାର ପାଇଲେ ଅଭିନେତା ଆଦର୍ଶ ଗୌରବ

ନୂଆଦିଳ୍ଲୀ: ଫିଲ୍ମ ହ୍ୱାଇଟ୍‌ ଟାଇଗରରେ ଅଭିନୟ ପାଇଁ ଏସୀୟ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ରାଇଜିଂ ଷ୍ଟାର ପୁରସ୍କାର ପାଇଛନ୍ତି ଅଭିନେତା ଆଦର୍ଶ ଗୌରବ। ଅଭିନେତା BAFTA ୨୦୨୧ ର ମୁଖ୍ୟ ଅଭିନେତା ବର୍ଗରେ ମନୋନୀତ ହେବାର ଗୋଟିଏ ସପ୍ତାହ ପରେ ଏହି ସମ୍ମାନ ଲାଭ କରିଛନ୍ତି ଆଦର୍ଶ ଗୌରବ।…

ଘରୁ ଡାକି ନେଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ, ଜାଣନ୍ତୁ କାରଣ…

ନବରଙ୍ଗପୁର: ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗାଁର ମେଡିକାଲ ଷ୍ଟୋର ମାଲିକ କାହ୍ନୁ ଦାଶଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ମାର୍ଚ୍ଚ ୨୬ ରୁ ଏପ୍ରିଲ ୪ ଯାଏ ମହାରାଷ୍ଟ୍ରର ବିଡ୍ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଳ୍ଲୀ: କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ପୁଣି ଥରେ ଲକ୍‌ଡାଉନ୍‌ ଏବଂ ରାତ୍ରିକର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଉଛି। ମହାରାଷ୍ଟ୍ର ଏହି ମାମଲାରେ ଶୀର୍ଷରେ ରହିଛି। ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଳାରେ ଲକ୍‌ଡାଉନ ଭଳି ପରିସ୍ଥିତି ଉପୁଜିସାରିଲାଣି।…

ମନି ଲଣ୍ଡରିଂ ମାମଲା: ଆସନ୍ତାକାଲି ଇଡି ଆଗରେ ହାଜର ହେବେ ମେହବୁବା ମୁଫତି

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଗୁରୁବାର ଦିନ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଶ୍ରୀନଗରରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ସୂତ୍ରରୁ ପ୍ରକାଶ ଯେ ମେହବୁବା…

ଛତିଶଗଡ଼ରେ ମାଡୁଛି ମହାମାରୀ, ମାଲକାନଗିରିକୁ ଗୋଡ଼ାଉଛି ଭୟ

ଭୁବନେଶ୍ୱର: ଦେଶରେ କରୋନାର ଲେଉଟାଣି । ପୁଣି ଥରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଓଡ଼ିଶାରେ ବି ଦୈନିକ କେସ୍ ବଢୁଛି । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପରେ ବଢ଼ିଛି ଓଡ଼ିଶାର ଟେନସନ୍ । ବିଶେଷ କରି ପଡ଼ୋଶୀ ଜିଲ୍ଲା ମାଲକାନଗିରିକୁ ସଂକ୍ରମଣ ଭୟ ଅଧିକ । ବର୍ତ୍ତମାନ ମାଲକାନଗିରି…

ସୁପ୍ରିମକୋର୍ଟ ରାୟ ଦେବାକୁ ମନା କରିବା ପରେ ଆବେଦନ ପ୍ରତ୍ୟାହାର କଲେ ପରମ ବୀର ସିଂ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ସଂଜୟ କିଶାନ କୌଲ ଏବଂ ଆର ସୁଭାଷ…

ଅମୀର ଖାନ୍‌ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅଭିନେତା କୋଭିଡ-୧୯ ପରୀକ୍ଷା କରିଥିଲେ ଏବଂ ତାଙ୍କ ରିପୋର୍ଟ ସକରାତ୍ମକ ଆସିଥିବା ଜଣାପଡ଼ିଛି। ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସତର୍କତା ଅବଲମ୍ବନ…

ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭ୍, ୪ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା କେସ୍ । ଆଜି ସଂକ୍ରମଣ ଦେଢ଼ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୧ଟି । ୪ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦ରୁ…

ଅଡିଓ ଭାଇରାଲ୍ ପ୍ରସଙ୍ଗ: ବିଧାନସଭାରେ ପ୍ରଦୀପ୍ତ-ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ସେ…

ଚଳିତ ବର୍ଷ ପ୍ରଥମ ଥର ପାଇଁ ହ୍ରାସ ପାଇଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ବିଶ୍ବର ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ପରେ ୨୦୨୧ ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ବୁଧବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୧୮ ପଇସା ଏବଂ ୧୭ ପଇସା ହ୍ରାସ କରିଛି।…