Latest Odisha News

BREAKING NEWS

ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ…

ଜଷ୍ଟିସ ଏନ୍‌.ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏନ୍. ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ । କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସେ ଚିଠି ଲେଖି ଜଷ୍ଟିସ ରମଣାଙ୍କ ନାଁ ସୁପାରିଶ କରିଛନ୍ତି । ଜଷ୍ଟିସ…

ସ୍କୁଲ ବନ୍ଦ ଏକ ଭୀଷଣ ଷଡ଼ଯନ୍ତ୍ର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟ ସରକାର ପୁଣି ଥରେ ସ୍କୁଲ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଫାଇଲ୍‍ କାମ ଆରମ୍ଭ ହୋଇଛି । ରାଜ୍ୟରେ ୧୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟ ବନ୍ଦ…

‘ପୁସ୍-ଅପ୍ ସେଲ୍ଫି’ ପଛର ରାଜ୍‌ ଖୋଲିଲେ ଫିଟନେସ୍ କିଙ୍ଗ୍‌ ମିଲିନ୍ଦ ସୋମନ୍

ନୂଆଦିଲ୍ଲୀ: ମିଲିନ୍ଦ ସୋମନ୍ ଜଣେ ଅଭିନେତା ଏବଂ ସୁପରମଡେଲ୍ ଜଣେ ଫିଟନେସ୍ ଉତ୍ସାହୀ ମଧ୍ୟ। ସେ ଅନେକ ସମୟରେ ତାଙ୍କର ଏହି ଉତ୍ସାହ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରୁଛି। ସେ ସର୍ବଦା ସୁସ୍ଥ ରହିବାକୁ ଲୋକଙ୍କୁ ପ୍ରେରଣା ଯୋଗାଇଥାନ୍ତି। ମିଲିନ୍ଦ ସୋମନ ଇନଷ୍ଟାଗ୍ରାମରେ…

ଟଙ୍କା ନେଣଦେଣକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ସୋନପୁର: ଟଙ୍କା ନେଣଦେଣକୁ କେନ୍ଦ୍ର କରି ଫୁଟିଲା ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟାରେ ଗୁଳିମାଡ଼ ହୋଇଛି । ଜଣେ ଜେସିବି ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ । ଜେସିବି ଡ୍ରାଇଭର ଅଡାଲ ଗାଁର ଭଜନ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…

କବିତା : ରେ ମନ 

ଯଶୋବନ୍ତୀ ରାଉତ ରେ ମନ, ତୋତେ ବାନ୍ଧି ଯଦି ହେଉଥାନ୍ତା ପ୍ରୀତିରେ,ସ୍ମୃତିରେ, ହସରେ, ଲୁହରେ, ଧ୍ୟାନ ଅବା ଧାରଣାରେ, ଗୀତ ଅବା ଗଳ୍ପରେ, ଚଞ୍ଚଳ ଅସ୍ଥିର ବୋଲି କେମିତି ତୁ ଛାପି ହେଇଥାନ୍ତୁ ପ୍ରତି ହୃଦୟରେ !! ତଥାପି ମନେ ରଖିବୁ ସମୟ ଆଉ ଭାଗ୍ଯ ଏମିତି ପରିବର୍ତ୍ତନଶୀଳ…

ମହାମାରୀ ସମୟରେ ଫର୍‌ହା ଖାନଙ୍କୁ ଆମ୍ବ କିଣିବା ପଡ଼ିଲା ମହଙ୍ଗା

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କୁ ଘରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି। କେବଳ ଜରୁରୀ କାମ ଥିଲେ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ତେବେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

ପରିସଂଖ୍ୟାନ ମାୟାଜାଲରେ ଶିକ୍ଷାବ୍ୟବସ୍ଥା

କରୋନା ମହାମାରୀ ଯୋଗୁଁ ସବୁ ବର୍ଗର ଲୋକମାନେ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ଏପରିକି ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ କରୋନା ସମୟରେ କୌଣସି ବିଦ୍ୟାର୍ଥୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହୋଇନାହାନ୍ତି ବୋଲି…

କରୋନା ଟିକା ନେଲେ ଅଭିନେତା ସଂଜୟ ଦତ୍ତ

ନୂଆଦିଲ୍ଲୀ: କରୋନା ଟିକା ନେଲେ ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ମଙ୍ଗଳବାର ଦିନ ସେୟାର କରିଛନ୍ତି ଯେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଏକ ଟିକାକରଣ କେନ୍ଦ୍ରରେ ସେ କରୋନାଭାଇରସ ଟିକା ଗ୍ରହଣ କରିଛନ୍ତି। ୬୧ ବର୍ଷୀୟ ଅଭିନେତା ଟ୍ୱିଟରକୁ ଯାଇ ଟିକା ଦେଇଥିବା…