Latest Odisha News

ମମତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସକ୍ରିପସନ୍: ଡ଼ାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡଦିଅ

ନୂଆଦିଲ୍ଲୀ: ଡ଼ାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ…

ଘେନି ନୂଆ ସଜବାଜ

ଘେନି ନୂଆ ସଜବାଜ ଜ୍ୟୋତି ପ୍ରକାଶ ମହାପାତ୍ର ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି । ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ…

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ସୋମବାରଠୁଁ ଦେଶବ୍ୟାପୀ ‘ଆଇଏମଏ’ ପକ୍ଷରୁ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ଆସନ୍ତା ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ କରିଛି । ନୂଆଦିଲ୍ଲୀ ସ୍ଥିତ ଏକ ସମାଚାର ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟନୁଯାୟୀ…

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା…

‘ରିଜର୍ଭ ବ୍ୟାଙ୍କ’ ଇଡ଼ି ପଦବୀରେ ନିଯୁକ୍ତ ହେଲେ ଓଡ଼ିଆ ବ୍ୟାଙ୍କର୍ ରବି ମିଶ୍ର

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବା ଏକଜିକ୍ୟୁଟିଭ ଡ଼ାଇରେକ୍ଟର୍ (ଇଡ଼ି) ପରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପଦୋନ୍ନତି ହୋଇଛନ୍ତି ଓଡ଼ିଶାର ବ୍ୟାଙ୍କର୍ ରବି ନାରାୟଣ ମିଶ୍ର । ଏହି ନୂତନ ପଦବୀରେ ନିଯୁକ୍ତ ହେବା ପରେ ଏହି ଓଡ଼ିଆ ବ୍ୟାଙ୍କର୍ ଭାରତୀୟ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।…

ଆଜି ସଂକ୍ରାନ୍ତି ରଜ, ସାରା ଓଡ଼ିଶା ଉତ୍ସବମୁଖର…

ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ରଜ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ୍ ଆଜି ହେଉଛି ରଜ ସଂକ୍ରାନ୍ତି । ପ୍ରଥମରଜରେ ଝିଅମାନେ ସଜବାଜ ହେବା ପରେ ସଂକ୍ରାନ୍ତିରେ ସଜବାଜ ସହିତ ଘରକୁ ଘର ବୁଲି ଝିଅମାନେ ପିଠା ଖାଇଥାଆନ୍ତି । ଉତ୍କଳୀୟ ପରମ୍ପରାର ଏହି ମହାନ ଗଣପର୍ବରେ ଓଡ଼ିଆ ମାନେ ଆଜି ବେଶ୍…

କାଳବୈଶାଖୀ ଆଶଙ୍କା: କଟକ ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦିନ୨ଟା ପର୍ଯ୍ୟନ୍ତ ଗୋଟିଏ…