Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କଟକ: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ସୂଚନା ମୁତାବକ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା…

ନିୟମିତ ଅଦା ମିଶ୍ରିତ କ୍ଷୀର ପିଇଲେ କଣ ମିଳେ ଫାଇଦା ଜାଣନ୍ତୁ

ନିୟମିତ ଅଦା ମିଶ୍ରିତ କ୍ଷୀର ପିଇବା ଦ୍ବାରା ଅନେକଗୁଡ଼ିଏ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ କିଭଳି ତିଆରି କରିବେ ଅଦା କ୍ଷୀର ଅଦା କ୍ଷୀର ତିଆରି କରିବା ପାଇଁ ପ୍ରଥମେ କ୍ଷୀର ଗରମ କରି ନିଅନ୍ତୁ ଏବଂ ସେଥିରେ ଛୋଟ ଛୋଟ ଅଦା ଖଣ୍ଡ ପକାଇ ଫୁଟାଇ ଦିଅନ୍ତୁ। ଆପଣ ଚାହିଁଲେ ଅଦାକୁ…

ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସତ୍ତ୍ୱେ ରାଜ୍ୟର ଉପକୂଳ ଜିଳ୍ଲାରେ ବର୍ଷାର ପ୍ରଭାବ ରହିବ । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ…

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର, ୬ ମୃତ ଓ ୨୦ ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦାବାଦ ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ୬ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ୨୦ରୁ ଅଧିକ । ସେମାନଙ୍କ ଭିତରେ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।ଧାର ଜିଲ୍ଲାର…

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।…

ମାସେ ପରେ ୭୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ କମୁଛି । କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ମାସେ ପରେ ଗୋଟିଏ ଦିନରେ ୭୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ । ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ଦିନକରେ ୭୦…

ଆଜି ୱାର୍ଲଡ ସେରିବ୍ରାଲ୍‌ ପାଲ୍‌ସି ଡେ

୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍‌ ପାଲ୍‌ସି ଆଲିଆନ୍‌ସ’ ଓ ଆମେରିକାର ‘ୟୁନାଇଟେଡ୍‌ ସେରିବ୍ରାଲ୍‌’ ପାଲ୍‌ସି ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା। ସଂପ୍ରତି ଭାରତ ସମେତ ବିଶ୍ବର ୬୨ଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ବରେ ଏହି ବ୍ୟାଧି ପୀଡ଼ିତଙ୍କ ସଂଖ୍ୟା ୧.୭…

ସୁପ୍ରିମକୋର୍ଟରେ ଆଜି ହାଥରସ ଗଣଦୁଷ୍କର୍ମ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଦାୟର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲର ତଦନ୍ତକୁ ନେଇ ଦାୟର ହୋଇଥିଲା ପିଟିସନ୍ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କାର୍ୟ୍ୟରତ କିମ୍ୱା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି…

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ନୁଡଲ୍‌ସ ବିଶ୍ୱର ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବା ବେଳେ ପ୍ରକୃତରେ ଏହାର ଉତ୍ପତ୍ତି କେଉଁଠାରୁ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲସ୍‌ ଖାଉଥିବା ପ୍ରମାଣ ମିଳେ। ସେମାନେ ବାଜରାରୁ ଏହାକୁ ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍‌ସ…

କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଝୁଲିପଡିଲେ ନାବିକ

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜ ଭିତରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଜିୟା ସୁଲତାନା ନାମକ ଜାହାଜ ଭିତରେ ରଶି ଲଗାଇ ନାବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବିକ ଜଣକ ହେଲେ ଗୌତମନ୍ ଏ. କେ । କୋଷ୍ଟଗାର୍ଡ ଅଧିକାରୀ ଏନେଇ ଏତଲା ଦେବା ପରେ ମେରାଇନ୍ ଥାନା…