Latest Odisha News

BREAKING NEWS

କୋଭିଡ ସଂକ୍ରମିତ ହୋଇ ସୁଦ୍ଧା ବିନା ମାସ୍କରେ ହ୍ଵାଇଟ ହାଉସରେ ପହଞ୍ଚିଲେ ଟ୍ରମ୍ପ

ୱାଶିଂଟନ: କୋଭିଡ -୧୯ ଆକ୍ରାନ୍ତ ହେବା ପରେ ଆମେରିକାର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସାମରିକ ଡାକ୍ତରଖାନା ଛାଡି ନାଟକୀୟ ଢଙ୍ଗରେ ହ୍ଵାଇଟ୍ ହାଉସକୁ ସୋମବାର ଦିନ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟ୍ରମ୍ପ। ତାଙ୍କ ଅସୁସ୍ଥତା ସତ୍ତ୍ୱେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ    ତା ୬-୧୦-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୬ ରିଖ ମଙ୍ଗଳବାର କନ୍ୟା ୨୧ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର       ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: ବିଛା…

ମୋବାଇଲରେ ଗେମ୍ ଖେଳିବାକୁ ମନାକରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର !

ଯାଜପୁର: ମୋବାଇଲ ଗେମ ନେଇଛି ଆଉ ଏକ ଜୀବନ । ଗେମ ଖେଳିବାକୁ ମନା କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ । ସୂଚନୁସାରେ, ବିଂଝାରପୁର ବ୍ଲକ୍ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର…

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।…

ଚମକିଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନ, ବାଙ୍ଗାଲୋର ସମ୍ମୁଖରେ ୧୯୭ ରନର ଲକ୍ଷ୍ୟ ରଖିଲେ

ଦୁବାଇ: ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଆଗରେ ବିଶାଳ ୧୯୭ ରନ୍ ଟାର୍ଗେଟ ରହିଛି । ପୃଥ୍ୱୀ ଶ’, ଶିଖର ଧୱନ, ମାର୍କସ ଷ୍ଟୋଇନିସ୍ ଓ ଋଷଭ ପନ୍ତ। ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଟସ୍ ଜିତି କୋହଲି ପ୍ରଥମେ ବୋଲିଂ…

ଡାକ୍ତରଙ୍କ ପରାମର୍ଶ ନେଇ ଫାଭିପିରାଭିର ଟାବଲେଟ ଖାଇବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଫାଭିପିରାଭିର ଟାବଲେଟ ଖାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୋମବାର ମୁଖ୍ୟ ଶାସନ ସଚିନ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ନିଷ୍ପତି…

ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ ମିଟରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି-ଜିନପିଙ୍ଗ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଆଢ଼ୁଆଳରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ବ୍ରିକ୍ସ ସମ୍ମିଳନୀର ଭର୍ଚୁଆଲ ମିଟରେ ଭାରତର ନରେନ୍ଦ୍ର ମୋଦି ଚୀନର ଜିନ ପିଙ୍ଗଙ୍କୁ ଭେଟିବେ । ବ୍ରିକ୍ସ ସମ୍ମିଳନୀର ଏଥର ବିଷୟ ରହିଛି ବ୍ରିକ୍ସ ପାର୍ଟିନରଶିପ ଫର ଗ୍ଲୋବାଲ…

ଅନଲାଇନରେ ଶିଖିଲେ ଡକାୟତି; ଶୁଝିଲେ ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଦୁଇଟି ବ୍ୟାଙ୍କରେ ଡକାୟତି ମାମଲାରେ କମିଶନରେଟ ପୋଲିସ ସୋମବାର ଦିନ ଜଣଙ୍କୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତଲ ଗାଁର +୨…

ଅମିତଙ୍କ ପରେ ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ଭୁବନେଶ୍ୱର

ଦୁବାଇ:ଆଇପିଏଲରେ ଏବେ ଖେଳାଳିଙ୍କ ଆଘାତ ସମସ୍ୟା ବଢ଼ିବାରେ ଲାଗିଛି । ଅମିତ ମିଶ୍ରଙ୍କ ପରେ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଭିଜ୍ଞ ପେସର ଭୁବନେଶ୍ୱର କୁମାର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ସେ ଜଙ୍ଘରେ ଆଘାତ…

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ ଜୀବନ ଯଦି ମରୁଭୂମି !!! ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ , ଓଟର ପାଦରେ... ସିଝିବାକୁ ହେବ ସଞ୍ଚି ସପନର ନୀର ସିଝୁର ଦେହରେ ।। ଜୀବନ ଯଦି ମାୟା ମୋହ !!! ଛନ୍ଦି ହେବାକୁ ପଡିବ ଆଶାର ଜାଲରେ , ବୁଢିଆଣୀ ଦେହେ ... ଜଳି ଯୁଝି ଜିଇଁବା ମାୟା ମାଦକତାର…