Latest Odisha News

BREAKING NEWS

ରାଉରକେଲା ପ୍ଲାଜମା ବ୍ୟାଙ୍କରୁ ଦୁଇ ମାସରେ ସର୍ବାଧିକ ୧୦୪ ୟୁନିଟ୍ ପ୍ଲାଜମା ସଂଗ୍ରହ

ରାଉରକେଲା: କରୋନା ଚିକିତ୍ସା କାଳରେ ପ୍ଲାଜମା ଦାନକୁ ନେଇ ଉତ୍ସାହିତ କଲା ଭଳି ଖବର । ଦୁଇ ମାସ ଭିତରେ ରାଉରକେଲା ଆଇଜିଏଚ୍ ପ୍ଲାଜମା ବ୍ୟାଙ୍କରୁ ସଂଗୃହୀତ ହୋଇଛି ୧୦୪ ୟୁନିଟ୍ ପ୍ଲାଜମା । ଯାହାକି ରାଜ୍ୟରେ ସର୍ବାଧିକ । ଗତ ଜୁଲାଇ ୩୦ ତାରିଖରେ ରାଉରକେଲା ଆଇଜିଏଚରେ ରାଜ୍ୟର ତୃତୀୟ ପ୍ଲାଜମା…

ବିବାହ ପରେ ଅଭିନୟରେ ପାଦ ଦେଇଥିବା ସେଲିବ୍ରିଟିଙ୍କ ସମ୍ପର୍କରେ ଜାଣନ୍ତୁ

ଅନେକ ବଲିଉଡ୍ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ବିବାହ ପରେ ଅଭିନୟ ଜଗତରେ ପାଦ ଦେଇଛନ୍ତି। ଜାଣନ୍ତୁ ସେମାନେ କିଏ? ଶାହରୁଖ୍‌ ଖାନ୍ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ ବଲିଉଡ୍ ସଂଘର୍ଷ କାହାଣୀ କାହାକୁ ଅଛପା ନାହିଁ। ଶାହାରୁଖ୍ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ‌ଗୌରୀ ଖାନ୍‌ଙ୍କୁ…

ରାଜ୍ୟରୁ ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଭିତରେ ଜୀବନ ଯାଉଛି । ମୃତ୍ୟୁସଂଖ୍ୟା ୯ଶହ ପାର କଲାଣି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଜଣଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ୯୨୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । Regret to inform the demise of seventeen…

କରୋନା ଟ୍ରେଣ୍ଡ ହ୍ରାସ: ୨୪ ଘଣ୍ଟାରେ ରାଜ୍ୟରୁ ୨୬୧୭ ନୂଆ ଆକ୍ରାନ୍ତ, ଏସବୁ ଜିଲ୍ଲାରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଖସିଛି ଦୈନିକ କରୋନା ଟ୍ରେଣ୍ଡ । ପାଖାପାଖି ମାସେ ପରେ ତିନି ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୬୧୭ ପଜିଟିଭ୍ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି ।…

ଫୋର୍ବସରେ ସ୍ଥାନ ପାଇଥିବା ସବୁଠୁ ଦାମିକା ଅଭିନେତ୍ରୀ କିଏ; ଜାଣନ୍ତୁ

ସୋଫିଆ ଭର୍ଗାରା ଫୋର୍ବସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪୩ ମିଲିୟନ୍‌ ଡଲାର୍‌ ଆୟ ସହିତ ଫୋର୍ବସ୍‌ ତାଲିକାରେ ଶୀର୍ଷରେ ଅଛନ୍ତି। ସୋଫିଆଙ୍କ ଅଧିକାଂଶ ଆୟ ମର୍ଡନ୍‌ ଫ୍ୟାମିଲି ସୋ ଏବଂ ଆମେରିକା ଗଟ୍‌ ଟ୍ୟାଲେଣ୍ଟରୁ…

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ…

ରାଜଧାନୀ ସମେତ ରାଜ୍ୟର ଏହି ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ବାଲେଶ୍ଵର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା,…

ନିୟମିତ ସ୍କିପିଂ ବା ଦଉଡିଡିଆଁ କଲେ କଣ ମିଳେ ଫାଇଦା ଜାଣନ୍ତୁ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଛନ୍ତି, ତେବେ ସ୍କିପିଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ। ଏହା ଆପଣଙ୍କ ହାର୍ଟବିଟ୍‌କୁ ସନ୍ତୁଳନ ରଖେ ଏବଂ ଷ୍ଟ୍ରୋକ୍‌ର ଆଶଙ୍କାକୁ ମଧ୍ୟ କମାଇଥାଏ। ଏହା ସହିତ ହୃଦ୍‌ଘାତର ଆଶଙ୍କାକୁ ମଧ୍ୟ କମ୍‌…

ପ୍ରାଚୀନ କାଳରେ ଅର୍ଥ ରୂପେ ବ୍ୟବହାର ହେଉଥିବା କଉଡ଼ି ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ । ପ୍ରାଚୀନ କାଳରେ ଅର୍ଥନୀତି ରୂପେ ବ୍ୟବହାର ହେଉଥିଲା କଉଡ଼ି ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଳୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କ ଘରେ ସିବିଆଇର ରେଡ୍ । ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକକାଳୀନ ବେଙ୍ଗାଳୁରୁ, ମୁମ୍ୱାଇ ସମେତ ୧୫ଟି ସ୍ଥାନରେ ରେଡ୍ କରାଯାଉଛି । Karnataka: CBI raids underway at more than 15…