Latest Odisha News

BREAKING NEWS

ବିିପଦ ସଂକେତ ଡେଇଁଲା ଜଳକା

ବାଲେଶ୍ୱର: ବିପଦ ସଂକେତ ଡେଇଁଲା ଜଳକା । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ଟପିଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୬.୨୩ ମିଟରରେ ଜଳ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷର ନାମଲେଖା ପାଇଁ ଅପରାହ୍ନରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୬ରୁ ୮…

ଅମୃତଭଣ୍ଡାରେ ଭରି ରହିଛି ଏହିସବୁ ଅଦ୍ଭୁତ ଚମତ୍କାରୀତା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। କରୋନାର ଏହି ଜଟିଳ ପରିସ୍ଥିତିରେ ଆମ ଶରୀରକୁ ଭିଟାମିନର ଆବଶ୍ୟକତା ଅନେକ ରହିଛି । ଅମୃତଭଣ୍ଡା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ…

ଗରମ ଡାଲିରେ ପଡି ପ୍ରାଣ ହରାଇଥିବା ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଜାତୀୟ ମାନବାଧିକାର…

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ବାଲିଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଗରମ ଡାଲି ହାଣ୍ଡିରେ ପଡି ନାବାଳିକା ଛାତ୍ରୀର ମୃତ୍ୟୁ କୁ ନେଇ ଜାତୀୟ ମାନବାଧିକାର କମିଶନ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୫-୧୦-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୫ରିଖ ସୋମବାର କନ୍ୟା ୨୦ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: ମେଷ ରାଶିର   …

ଏଲବୋ ଷ୍ଟ୍ରାଇକରେ ରେକର୍ଡ କଲେ ରାଉରକେଲା ଝିଅ

ରାଉରକେଲା: ରାଉରକେଲାର ଜଣେ ୨୧ ବର୍ଷ ବୟସ୍କା ଆଇନ ଛାତ୍ରୀ କାଜଲ ପାଣ୍ଡେ ଏକ ପଞ୍ଚିଂ ବ୍ୟାଗ (ମହିଳା)ରେ ଦୁଇ ହାତରେ ଫାଟେଷ୍ଟ ଏଲବୋ ଷ୍ଟ୍ରାଇକ୍ କରି ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରି ରେକର୍ଡ କରିଛନ୍ତି। ଏକ ମିନିଟରେ ୨୯୧ ଏଲବୋ ଷ୍ଟ୍ରାଇକ୍ କରିପାରିଛନ୍ତି। ଏହା ଛଡ଼ା…

ଚେନ୍ନାଇ ସମ୍ମୁଖରେ ୧୭୯ ରନର ଟାର୍ଗେଟ

ଦୁବାଇ: ଅଧିନାୟକ କେଏଲ ରାହୁଲଙ୍କ ଆକର୍ଷଣୀୟ ୬୩ ରନ ସହାୟତାରେ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁ୍‌ଷ୍ଠିତ ଦ୍ୱିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୭୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଭଲ ଫର୍ମରେ ନ ଥିବା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ…

ବିପକ୍ଷ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର କରୁଛନ୍ତି : ଯୋଗୀ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ହାଥ୍ରାସ କେସ୍ ନେଇ ବିପକ୍ଷକୁ ଟାର୍ଗେଟ କରିଛନ୍ତି । ସମସ୍ତ ବିପକ୍ଷ ଦଳଗୁଡିକ ଏକତ୍ର ହୋଇ ଉରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ସେମାନଙ୍କ ବିକାଶ ଭଲ ଲାଗୁ ନାହିଁ କିନ୍ତୁ ଆମକୁ ଆଗକୁ…

ରାଧେ ମା’ଙ୍କ ବିଗ୍‌ବସ୍‌ ନାଟକ, ଜାଣନ୍ତୁ କିଛି ଅଜଣା କଥା !

ମୁମ୍ବାଇ: ଆତ୍ମଘୋଷିତ ଭଗବାନ ରାଧେ ମା' ଓରଫ ସୁଖବିନ୍ଦର କୌର । ବୋଧ ହୁଏ ରାଧେ ମା'ଙ୍କ ବିଷୟରେ ଅନେକ ଅଳ୍ପ ବହୁତ ଜାଣିଥିବେ । ପୂର୍ବରୁ ଅନେକ ଥର ରିୟଲିଟି ସୋ' ବିଗ୍‌ବସ୍‌ରେ ତାଙ୍କ ନାଁ ଶୁଣିବାକୁ ମିଳିଥିଲା । ହେଲେ ଶେଷରେ ଶନିବାର ରାତିରେ ସିଜିନ୍‌-୧୪ର ପ୍ରିମିଅର ଏପିସୋଡରେ ତାଙ୍କୁ…

ଶୁଟର ଶ୍ରେୟାଶୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟର ଶ୍ରେୟାଶୀ ସିଂ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରେୟାଶୀ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯଥାକ୍ରବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୩ ଟ୍ରାପ ଶୁଟିଂ ବିଶ୍ୱକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…