Latest Odisha News

BREAKING NEWS

ନୀଳଗିରି ଜେଲରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଜେଲରେ ବୁଧବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପାଗୁଲୁ ଖଣ୍ଡେଇ ଏବଂ ତା’ ଘର ନୀଳଗିରି ଅଞ୍ଚଳର ନୂଆସାହି ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ପାଗୁଲୁ ଅବକାରୀ ମାମଲାରେ ଗିରଫ ହୋଇଥିଲା ।…

ତ୍ୱଚାରେ ଚମକ ଆଣେ ଗୁଡ

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ…

ଦୂତୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଅନୁଷ୍ଠିତ ୩୦ତମ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।…

ସଙ୍କଟରେ କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ଅଭିଯୋଗ

ବେଙ୍ଗାଲୁରୁ: ଏବେ ନୂଆ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଫେରାଦ କରିଛନ୍ତି ।…

ରେକର୍ଡ କଲେ ଦୂତି ଚାନ୍ଦ, ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ସ୍ୱର୍ଣ୍ଣ ହାସଲ

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ 'ୱାର୍ଲ୍ଡ ୟୁନଭସିଟି ଗେମ୍ସ'ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି । ଦୂତୀ ସୋମବାର ଦିନ ସେମିଫାଇନାଲ୍ ଇଭେଣ୍ଟରେ ୧୧.୪୧ ସେକେଣ୍ଡ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୦-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୦ ରିଖ ବୁଧବାର ମିଥୁନ ୨୬ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-କର୍କଟ ରାଶିର ଆଜି: ଲାଉ…

ବର୍ଷାଯୋଗୁଁ ମ୍ୟାଚ ବାଧାପ୍ରାପ୍ତ, ବୁଧବାର ଖେଳାଯିବ ଅବଶିଷ୍ଟ ଅଂଶ

ମାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିଲା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇ ଖେଳ ଅଧାରୁ ବନ୍ଦ ରହିଛି । ବୁଧବାର ଦିନ ମ୍ୟାଚର ଅବଶିଷ୍ଟାଂଶ ଖେଳାଯିବାକୁ ସ୍ଥିର ହୋଇଛି । ବୁଧବାର ଦିନ ଭାରତୀୟ ସମୟ ୩ଟା ବେଳେ…

ବିଶ୍ୱକପ ସେମିଫାଇନାଲ୍: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ମାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଓଲ୍ଡ ଟ୍ରାଫେର୍ଡ଼ଠାରେ ଅନୁଷ୍ଠିତ ହେଉଥିବା ବେଳେ ବର୍ଷାଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ ସାମ୍ନା କରିନପାରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।…

ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନସିପ: ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡର ବର୍ମିଂହାମଠାରେ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନସିପ୍ ୨୦୧୯ର ଭାରତୀୟ ଦଳରେ କିସ୍ ଛାତ୍ର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି । ଭାରତୀୟ ୪୬କେଜି ବିଶିଷ୍ଟ ପ୍ରି-କ୍ୟାଡେଟ୍ ବାଳକ ବିଭାଗରେ ନିତ୍ୟା…

ପିମ୍ପୁଡ଼ି

ପିମ୍ପୁଡ଼ି ରଜନୀକାନ୍ତ ମହାନ୍ତି ଖସ୍ ଖସ୍ ଶବ୍ଦ କରି ପତ୍ରଟି ଭୂଇଁ ଉପରେ ଖସି ପଡ଼ିଲା । ଠିକ୍ ଶ୍ୱେତାଙ୍କର ଦେହକୁ ଲାଗି । ଶ୍ୱେତାଙ୍କ ଚମକି ପଡ଼ିଲା ନି । ଆଶ୍ଚର୍ଯ୍ୟ ବି ହେଲା ନି । କିନ୍ତୁ ଏ ଶୁଖିଲା ପତ୍ରଟି ତା ମନର ନୀଳ ହ୍ରଦରେ ଯେ ଧଳା ନୌକାଟିଏ ଭସେଇ ଦେଇ ନ ଗଲା, ତା ନୁହେଁ । ଉପରେ…