Latest Odisha News

BREAKING NEWS

ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ପୂରା ଅଞ୍ଚଳ ଧୂଆଁମୟ

ମୁମ୍ବାଇ: ଥାଣେର ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହଠାତ ଲାଗିଲା ନିଆଁ । ଚାହିଁ ଚାହୁଁ ଚାରିଆଡେ ମାଡ଼ିଗଲା । ଅଗ୍ନିକାଣ୍ଡରେ ଜଳିଯାଇଛି ବହୁ ଧନ ସମ୍ପତ୍ତି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ସକାଳ ପାଖାପାଖି ୮ଟା ୧୦ । ଥାଣେର ହୀରାନନ୍ଦନୀ ଇଷ୍ଟେଟରେ ଥିବା…

ସୋନି ଇଣ୍ଡିଆ ପକ୍ଷରୁ ଦୁର୍ଗାପୂଜାର ଆକର୍ଷଣୀୟ ଅଫର୍; କେଉଁ ସାମଗ୍ରୀ ଉପରେ ମିଳିବ ଅଫର୍ ଜାଣନ୍ତୁ

ଭୁବନେଶ୍ବର: ସୋନି ଇଣ୍ଡିଆ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ସହଜରେ ଇଏମ୍‌ଆଇ, ଜିରୋ ଡାଉନ୍‌ ପେମେଣ୍ଟ ଏବଂ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଭଳି ଆକର୍ଷଣୀୟ ଅଫର୍ ପାଇପାରିବେ। ସୋନି ବ୍ରାଭିଆ…

ହ୍ୱାଇଟ ହାଉସରେ କରୋନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ପଜିଟିଭ୍

ଓ୍ୱାଶିଂଟନ୍: କରୋନା କବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ବି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ସୂଚନା…

ଗୋଟିଏ ଦିନରେ ରାଜ୍ୟରେ ୪୮ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮ ହଜାର ୨୧୭ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୩୩୮ ଜଣଙ୍କର ଆଣ୍ଟିଜେନ, ୮୭୯୧ ଟି ଆରଟି-ପିସିଆର୍ ଓ ୮୮ ଟି ଟ୍ରୁନଟ୍…

ମାଲକାନଗିରି ଜଙ୍ଗଲରୁ ମାଓବାଦୀ ଲୁଚାଇ ରଖିଥିବା ୨୧ କେଜି ଜିଲୋଟିନ୍ ଜବତ

ମାଲକାନଗିରି: ବିଏସଫକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋଗ୍ରାମ୍ ଜିଲୋଟିନ୍ ଜବତ ହୋଇଛି । ଏହି ଘଟଣା ପରେ ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିବା କୁହାଯାଉଛି । ଗତକାଲି ୭୬ ବିଏସଫ…

ଓଡିଶାର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର…

ସବ୍ୟସାଚୀଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତଥା ଅସହାୟଙ୍କ ସାହାରା ସାଜିଥିବା ହିରୋ ସବ୍ୟସାଚୀଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ । ଭାରତୀୟ ସ୍କାଉଟ୍‌ ଓ ଗାଇଡ୍‌ ଫେଲୋସିପ୍‌, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପାଇବେ…

ଲାଉଙ୍ଗିମାନଙ୍କ ସଂକଳ୍ପ ବନାମ କୁହାମୁଣ୍ଡା କପିଳା ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୁନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥୀ ମାନ୍‌ଝି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ଼୍ ଚଳଚ୍ଚିତ୍ର ବି ନିର୍ମାଣ…

ବାଲୁକା କଳାରେ ଗାନ୍ଧୀ ଜୟନ୍ତୀ; ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ନାରା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜନ୍ମ ଦିବସ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣିମ ବେଳାଭୂମିରେ ତିଆରି କରିଛନ୍ତି ଗାନ୍ଧିଜୀଙ୍କ ପ୍ରତିମା। ନିଜ ସ୍ୱତନ୍ତ୍ର ଢ଼ଙ୍ଗରେ ସେ ଗାନ୍ଧୀଜୀଙ୍କ…

ନିୟମିତ କଫି ସେବନ କଲେ କଣ ମିଳେ ଫାଇଦା; ଜାଣନ୍ତୁ

କଫି ଶରୀରରେ ତୁରନ୍ତ ଶକ୍ତି ଯୋଗାଇବାରେ କାମ କରେ। ସେଥିପାଇଁ ତ ଅଧିକାଂଶ ଲୋକ କଫି ପିଇ ନିଜ ଦିନର ଆରମ୍ଭ କରନ୍ତି। ଏହା ବ୍ୟତୀତ କଫି ପିଇବାର ଅନ୍ୟାନ୍ୟ ଲାଭ ମଧ୍ୟ ଅଛି। ଯକୃତ ପାଇଁ ବେଶ୍ ଲାଭଦାୟକ ସ୍ବାସ୍ଥ୍ୟ ବି‌ଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବିନା ଚିନି କିମ୍ବା କ୍ଷୀରରୁ…