Latest Odisha News

BREAKING NEWS

ଦୀର୍ଘ ସମୟ ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ; ‘ହୁ’

ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟା ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ। ଦୀର୍ଘ ସମୟ ଧରି କାମ କରିବା ଦ୍ବାରା ବର୍ଷକୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଯାହା କରୋନା ମହାମାରୀ ହେତୁ ଆହୁରି ତ୍ୱରାନ୍ୱିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର କହିଛି। ଏନ୍‌ଭର୍‌ମେଣ୍ଟ…

ମମତା ସରକାରଙ୍କୁ ଝଟକା, ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇର ଜେରା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ସୋମବାର ବଡ ଝଟକା ଲାଗିଛି । ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇ ନାରଦ ଷ୍ଟିଙ୍ଗ ମାମଲାରେ ପଚରା ଉଚରା କରିବା ପାଇଁ ନେଇଯାଇଛି । ହାକିମଙ୍କ ବ୍ୟତୀତ ପୂର୍ବତନ ମେୟର ଶୋଭନ ଚାଟାର୍ଜୀ, ମଦନ ମିତ୍ରା ଓ ସୁବ୍ରତ ମୁର୍ଖାଜୀଙ୍କ ଘରେ…

ଗୁଜରାଟର ଗିର୍ ସୋମନାଥରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ଗୁଜରାଟ: ଗୁଜରାଟରେ ସୋମବାର ସକାଳେ ଗିର୍ ସୋମନାଥ ଜିଲ୍ଲାରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍…

ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ

ବ୍ରହ୍ମପୁର: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ…

୨୪ ଘଣ୍ଟାରେ ରାଜ୍ୟରୁ ୧୦,୭୫୭ କରୋନା ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧ ହଜାର ୭୩୨। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ କ୍ବାରେନଣ୍ଟାଇନ ଓ ୪୭୩୩ ଲୋକାଲ କେସ୍ ରହିଛି।…

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ…

ଆଜି ଓଡ଼ିଶାରୁ କରୋନା ନେଲା ୨୨ ଜୀବନ, ୬ଟି ଜିଲ୍ଲାରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ୬ଟି ଜିଲ୍ଲାରେ ଅଧିକ ରହିଛି ମୃତ୍ୟୁସଂଖ୍ୟା । ସେସବୁ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ,…

ଆଜିଠୁ ଆଣ୍ଟି କରୋନା ଭାଇରାଲ୍ ଔଷଧ 2DGର ବଣ୍ଟନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼ଇରେ ଆଜିଠୁ ସାମିଲ ହେବ ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ହଜାର ପ୍ୟାକେଟ୍ ବିତରଣ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିରେ ବଣ୍ଟନ କରାଯିବ । ନିକଟରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି…

ମାଡ଼ି ଆସୁଛି ତାଉ’ତେ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଉପକୂଳ ମୁହାଁ ବାତ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ରୂପ ଧାରଣ କରି ଆରବ ସାଗରରେ ଆଗକୁ ବଢୁଛି ବାତ୍ୟା ତାଉ’ତେ । ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍କର୍ମ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହେବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ।…

ଗଳ୍ପ : ସମୟର ଖେଳ

ଅନୀତା ଦାସ  ସେଦିନ କାହିଁକି କେଜାଣି ପୁରୁଣା ଆଲବମ ସବୁ ଖୋଲି ବସିଲା ଶିବାନୀ। ସବୁ ଫଟୋ ଭିତରେ ହାଇସ୍କୁଲ ବେଳର ସବୁଠାରୁ ଭଲ ସାଙ୍ଗ ସସ୍ମିତା ସହ ଉଠେଇଥିବା ଫଟୋ ସବୁ ତା'ର ଭାରି ପ୍ରିୟ। ସସ୍ମିତା ସହ ତା'ର ବନ୍ଧୁତା କେବଳ ଦଶମ ଯାଏଁ ସୀମିତ ହୋଇ ରହିଯାଇଥିଲା। କଲେଜ ଅଲଗା ହେବା ସହ…