Latest Odisha News

BREAKING NEWS

କଲେଜ କ୍ୟାମ୍ପସ୍‌ରେ ପ୍ରେମ ନିବେଦନ କରିବା ପ୍ରେମୀ ଯୁଗଳଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଏକ ବିଶ୍ୱବିଦ୍ୟାଳୟ ପରିସରରେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ନିବଦେନ କରିବା ଜଣେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲାହୋର ବିଶ୍ୱବିଦ୍ୟାଳୟ ପ୍ରେମୀ ଯୁଗଳଙ୍କୁ ବହିଷ୍କାର କରିଛି। ଶୁକ୍ରବାର ଦିନ ଲାହୋର…

ଓଡ଼ିଶାର ଏହି ଜିଲ୍ଲାରେ ହେବ ୩ ଏକଲବ୍ୟ ବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶା ସରକାର ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଜାମନକିରା, ବାମରା ଏବଂ ଜୁଜୁମୁରା ବ୍ଲକରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବ।…

ଜୋମାଟୋ ଇଣ୍ଡିଆର ଡେଲିଭରି ବଏ୍‌ ସମର୍ଥନରେ ମୁହଁ ଖୋଲିଲେ ପରିଣୀତି

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ମହିଳା ଜୋମାଟୋ ଡେଲିଭରି ବଏ୍‌ଙ୍କ ଉପରେ‌ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ନିୟମ ଉଲ୍ଲଘଂନ କରି ଡେଲିଭରି ବଏ୍ ଜଣକ‌ କେବଳ ତାଙ୍କ ସହ ଅପବ୍ୟବହାର କରିନାହାନ୍ତି ବରଂ ତାଙ୍କ ମୁହଁକୁ ଆଘାତ ମଧ୍ୟ ଦେଇଛନ୍ତି। ଏ ନେଇ…

ସୋପିଆନରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ।…

ମଞ୍ଚରେ ଥିବା ବେଳେ ମତେ ରାଣୀ ଭଳି ଅନୁଭବ ହୁଏ : ଅଭିନେତ୍ରୀ ଭାସ୍ୱତୀ ବସୁ

ଭାସ୍ୱତୀ ବସୁ ଜଣେ ବହୁ ପ୍ରତିଭାର ଅଧିକାରୀଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବାକୁ ଗଲେ ସେ ନିଜ ବାପା ଅସୀମ ବସୁଙ୍କ ପରି । ଓଡିଆ ଥିଏଟରରେ କାମ କରୁଥିବା କିଛି ମହିଳା କଳାକାରଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ଏବଂ ପ୍ରତିଭାବାନ କଳାକାର । ଥିଏଟର, ରୂପେଲି ପରଦା ଏବଂ ଛୋଟ ପରଦାରେ…

‘ଗଲି ବଏ୍‌’ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଫିଲ୍ମ 'ଗଲି ବଏ୍‌' ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିଦ୍ଧାନ୍ତ ଚତୁର୍ବେଦୀ 'ଗଲି ବଏ' ଏବଂ ୱେବ୍ ସିରିଜ୍ 'ଇନ୍ସାଇଡ୍ ଏଜ୍'ରେ ଅଭିନୟ କରିଛନ୍ତି। ଶନିବାର ଦିନ ସିଦ୍ଧାନ୍ତ ଚତୁର୍ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା…

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ…

୫୬ ବର୍ଷରେ ପଦାର୍ପଣ କଲେ ରୋମାଣ୍ଟିକ୍‌ ହିରୋ ଅମୀର ଖାନ

ନୂଆଦିଲ୍ଲୀ: ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ଅମୀର ଖାନ ନିଜ ଭିନ୍ନ ଚରିତ୍ର ପାଇଁ ବଲିଉଡ୍‌ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅମିର ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ବଡ ପରଦାରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ବେଶ୍‌ ଜଣାଶୁଣା।  ୧୯୮୮ ରେ ତାଙ୍କର…

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ…

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…