ଚଳନ୍ତା ଗାଡିରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ; ସ୍କୁଟିରୁ ପଡି ଯୁବତୀ ଗୁରୁତର
ଭୁବନେଶ୍ୱର:ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ। ଚଳନ୍ତା ଗାଡିରୁ ଝାମ୍ପି ନେଲେ ମୋବାଇଲ। ସ୍କୁଟିରୁ ଖସିପଡି ଗୁରୁତର ଯୁବତୀ।
ମିଳିଥିବା ସୂଚନାନୁସାରେ, ରସୁଲଗଡ କେନାଲ ରୋଡରେ ଘଟିଛି ଏହି ଘଟଣା । ଜଣେ ଦୁର୍ବୁତ୍ତ ଚଳନ୍ତା ଗାଡିରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେବା…