Latest Odisha News

BREAKING NEWS

ଶିମିଳିପାଳ ଗଲା ବିଜେପି ଟିମ୍

ଭୁବନେଶ୍ବର : ନିଆଁର ଘେରରେ ରାଜ୍ୟର ଅନେକ ପାହାଡ଼ ଓ ବନାଞ୍ଚଳ । ନିଆଁ ଆୟତ୍ତ ହୋଇ ସାରିଥିବା କଥା ସରକାର କହୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ନିଆଁର ସ୍ଥିତି କଣ ରହିଛି ଓ ଏହାର ପ୍ରଭାବରେ କେତେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ । ଏହାର ତଥ୍ୟ…

ଆଲିଆନ୍ସ କପ୍ କ୍ରିକେଟ୍, ଉଦଘାଟନୀ ମ୍ୟାଚରେ ସହିଦନଗର ବିଜୟୀ

ଭୁବନେଶ୍ବର : ଆଲିଆନ୍ସ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସପ୍ତମ ଆଲିଆନ୍ସ କପ୍ । ଟୁର୍ଣ୍ଣାମେଣ୍ଟକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି । ଉଦଘାଟନୀ ମ୍ୟାଚରେ ବଡ଼ଗଡ଼ ଝରଣା କ୍ରିକେଟ କ୍ଲବକୁ ପରାସ୍ତ କରିଛି ସହିଦନଗର । ଟସ ଜିତି ସହିଦନଗର ପ୍ରଥମେ ଫିଲଡିଂ…

ବାରଣାସୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କାଶୀ ବିଶ୍ବନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଲକ୍ଷ୍ନୌ : ତିନି ଦିନିଆ ବାରଣଶସୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ସହିତ ବାରଣାସୀରେ ପହଞ୍ଚିବା ରାଷ୍ଟ୍ରପତି କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ କରିଛନ୍ତି । ବାବା ବିଶ୍ବନାଥଙ୍କୁ ପୂଜାର୍ଚ୍ଚନା କରିବା ନିର୍ମାଣାଧୀନ ବିଶ୍ବନାଥ କରିଡର ଯାଞ୍ଚ କରିଛନ୍ତି ରାଷ୍ଟ୍ରପତି ରାମନାଥ…

ନିଜ ଜାଲରେ ନିଜେ ଫସିଲେ ମାଓବାଦୀ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମୃତ  

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ହାଡକୋର ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲେଣ୍ଡମାଇନ…

କରୋନା ଟିକାର ପ୍ରଥମ ଡୋଜ ନେଲେ ରତନ ଟାଟା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ସଂକ୍ରମଣ ଜାରି ରହିଛି । ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ, ଏବେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏନେଇ ସୂଚନା…

ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ମମତାଙ୍କ ଉପରେ ଆକ୍ରମଣ ନେଇ ସୃଷ୍ଟି ହେଲା ସନ୍ଦେହ !

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏବେ ନୂଆ ମୋଡ ନେଇଛି । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆଘାତପ୍ରାପ୍ତ ହୋଇଥିଲେ । ତେବେ ୪/୫ଜଣ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଗୁରୁତ୍ୱପୂର୍ଣ୍ଣ…

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ…

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡି…

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ…

ମାର୍ଚ୍ଚ ୧୫ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ମୁକାବିଲା । ଏସବୁ ଭିତରେ ମମତା ବାନାର୍ଜୀ ହସପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ବେଳେ, ଆସନ୍ତା ୧୫ ତାରିଖରୁ କରିବେ ପ୍ରଚାର । ନନ୍ଦିଗ୍ରାମରେ ହାଇଭୋଲଟେଜ…