Latest Odisha News

BREAKING NEWS

ଆସିଲା ଅନଲକ୍ ୫.୦ ନିର୍ଦେଶାବଳୀ: ପଢନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ନୂଆଦିଲ୍ଲୀ: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିବା ଦେଶବ୍ୟାପୀ ତାଲା ବନ୍ଦ ପର୍ଯ୍ୟାୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ବୁଧବାର ଦିନ ନୂତନ ନିର୍ଦ୍ଦେଶନାମା ଜାରି କରିଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଖୋଲିବା ପାଇଁ…

ଆସନ୍ତୁ ଜାଣିବା ଡି’ଭିଲର୍ସଙ୍କୁ କାହିଁକି କୋହଲି ବିସ୍କୁଟ ଡାକନ୍ତି

ଦୁବାଇ: ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ତେବେ କୋହଲି ତାଙ୍କ ବନ୍ଧୁଙ୍କୁ କାହିଁକି ବିସ୍କୁଟ ଡାକନ୍ତି ଆସନ୍ତୁ ଜାଣିବା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ସହିତ ଡି’ଭିଲର୍ସ ଯୋଡି ହେବା ପରେ…

ମଥୁରା କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ଆବେଦନ ଖାରଜ

ମଥୁରା: ମଥୁରାର କୃଷ୍ଣ ଜନ୍ମଭୂମିକୁ ନେଇ କରାଯାଇଥିବା ଆବେଦନ କୋର୍ଟରେ ଖାରଜ ହୋଇଯାଇଛି । ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ପରେ ଏହି ବିବାଦ କୋର୍ଟରେ ପଂହଚିଥିଲା । ମୋଗଲ ସମ୍ରାଟ ଔରଙ୍ଗଜେବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ବିବେଚନା କରାଯାଉଥିବା ମଥୁରା ମନ୍ଦିରର ଏକ ଅଂଶ ଭାଙ୍ଗି ମସଜିଦ…

ଧୋନୀଙ୍କ କମ୍ପାନୀ ପ୍ରସ୍ତୁତ କରିବ ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ

ରାଂଚି: ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ ପ୍ରସ୍ତୁତ କରିବାକୁ ଯାଉଛି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ଏଟଂରଟେନମେଂଟ କମ୍ପାନୀ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀ ୨୦୧୯ରେ ଧୋନୀ ଏଂଟରଟେନମେଂଟ ମିଡିଆ କମ୍ପାନୀ ଖୋଲିଥିଲେ । ଏହି ୱେବ ସିରିଜରେ ଉଭୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୧୯

ଭୁବନେଶ୍ୱର: କୋଭିଡ-୧୯ରୁ ବୁଧବାର ଦିନ ୪୨୧୯ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଉଦ୍ଧାର ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୬୨୮ ଜଣ ଖୋର୍ଦ୍ଧା, ୪୯୪ କଟକରୁ, ୨୬୪ ପୁରୀରୁ, ୨୩୨ ଝାରସୁଗୁଡାରୁ, ୨୦୯ ଅନୁଗୁଳରୁ, ୧୬୩ ଜଗତସିଂହପୁରରୁ, ୧୬୧ କେନ୍ଦ୍ରାପଡାରୁ , ମୟୂରଭଞ୍ଜରୁ…

ରାଜଧାନୀରେ ବେଆଇନ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଏକ୍ସାଇଜ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ବୁଧବାର ସହରରେ ବହୁ ପରିମାଣର ବିଦେଶୀ ମଦ ଏବଂ ଦେଶୀ ମଦ ଜବତ କରିଛି ଅଧିକାରୀଙ୍କ ଏକ ଦଳ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସାଇଜ୍ ଅଧିକାରୀଙ୍କ…

ଲଞ୍ଚ ହେଲା ନୂତନ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଲୋଗୋ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ବୁଧବାର ମେଜର ଧାନ ଚାନ୍ଦ ଷ୍ଟାଡିୟମରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (SAI) ର ଏକ ନୂଆ ଲୋଗୋ ଲଞ୍ଚ କରିଛନ୍ତି। ଏହା କ୍ରୀଡା ଇକୋସିଷ୍ଟମରେ ଅଗ୍ରଣୀ ଏବଂ କ୍ରୀଡା ଉତ୍କର୍ଷକୁ ପ୍ରୋତ୍ସାହିତ କରିବାର ପ୍ରାଥମିକ ଏଜେଣ୍ଟ…

ଆଘାତ ସମସ୍ୟା ଯୋଗୁ ଫ୍ରେଂଚ ଓପନରୁ ଓହରିଲେ ସେରେନା

ପ୍ୟାରିସ: ଆଘାତ ସମସ୍ୟା ଯୋଗୁ ଆମେରିକାର ସେରେନା ୱିଲିୟମ୍ସ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ପୂର୍ବରୁ ଆଘାତ ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଓହରିଯିବା ଫଳରେ…

“ଶ୍ରୀରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଉ”: ଏଲ.କେ ଆଡ଼ଭାନୀ

ଲକ୍ଷ୍ନୌ: ୧୯୯୨ ମସିହାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ବୁଧବାର ଏକ ସ୍ବତନ୍ତ୍ର ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ   ହୋଇଛନ୍ତି ବିଜେପି ନେତା ଏଲ.କେ ଆଡଭାନୀ । ସେ କହିଛନ୍ତି ଯେ ଏହା ତାଙ୍କର ତଥା ତାଙ୍କ ଦଳର ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଥିବା ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ…

ଗଣିତ ଖେଳ : କାଗଜ ଭଙ୍ଗାରୁ କୋଣ

ଆମ ଚାରିପାଖେ ଥିବା ବିଭିନ୍ନ ଜିନିଷରେ ଆମେ ଅତି ସହଜରେ ୯୦ଂ କୋଣ ଦେଖି ପାରିବା । ଟେବଲରୁ ଚାରି କୋଣକୁ ଦେଖ, କବାଟ ବା ଝରକାର ଚାରି କୋଣକୁ ଦେଖ । ଏସବୁରେ ୯୦ଂ ମିଳି ଯାଇ ପାରିବ । ତୁମ ପଢା ବହି ବା ଖାତାର କୋଣ ମଧ୍ୟ ୯୦ଂ । ଏବେ ଆମେ ଅନ୍ୟ କିଛି କୋଣ ତିଆରି କରିବା, ଯେମିତିକି ୪୫ଂ,…