Latest Odisha News

BREAKING NEWS

ସଂସଦରେ ଆଲୋଚିତ ହେଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର : ନବନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲିଆମେଣ୍ଟରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି । “ଆଜି ଲୋକସଭାରେ ଶ୍ରୀମତି ଷଡଙ୍ଗୀ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଉଠାଇ କହିଛନ୍ତି ଯେ, ଘଣ୍ଟାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ…

ତୁମେ କେମିତି ଜାଣିବ

ତୁମେ କେମିତି ଜାଣିବ ସଂଗ୍ରାମ ଜେନା ତୁମେ କେମିତି ଜାଣିବ କେତେ ଜଣ ତୁମକୁ ଭଲ ପାଆନ୍ତି । ମାଷ୍ଟ୍ରେ ଯାହା ପଢ଼ାଉଛନ୍ତି ସେ ସବୁ ସତ ବର୍ଷା ହେଲେ ନଈବଢ଼ି ଆସିବ କି ନାହିଁ ରାତି ହେଲେ କେତେ ତାରା ଉଇଁବେ କେତେ ଜଣ ଏ ବର୍ଷ ଗୋପନରେ ଗର୍ଭପାତ କରିଛନ୍ତି ସଞ୍ଜ ହେଲେ ସବୁ ପକ୍ଷୀ…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ ।…

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୨-୦୭-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୨ ରିଖ ମଙ୍ଗଳ ବାର ମିଥୁନ ୧୮ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ବୃଥା ଗଲା ପୂରଣଙ୍କ ବିସ୍ଫୋରକ ଶତକ, ଇଣ୍ଡିଜକୁ ୨୩ ରନରେ ପରାସ୍ତ କଲା ଶ୍ରୀଲଙ୍କା

ଲଣ୍ଡନ: ବିଶ୍ୱକପରେ ସୋମବାର ଦିନ ଅନୁଷ୍ଠିତ ଶ୍ରୀଲଙ୍କା ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଶ୍ରୀଲଙ୍କା ୨୩ ରନରେ ବିଜୟ ହାସଲ କରିଛି । ମ୍ୟାଚର ଆରମ୍ଭରୁ ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାର ଦେଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୬ ୱିକେଟ ବିନିମୟରେ କରିଥିଲା ବିଶାଳ…

“ମନ୍ କି ବାତ୍’ରେ ‘ସୋଆ’ କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ଗଢ଼ି ଉଠୁଥିବା ସହରଗୁଡିକରେ ବଢ଼ି ଚାଲିଥିବା ଜଳ ନିଷ୍କାସନ ସମସ୍ୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି)ର କର୍ମଚାରୀ ୩୪ ବର୍ଷିୀୟ ସୀତାଂଶୁ ମୋହନ ପରିଡ଼ା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ "ମନ୍ କି ବାତ୍'…

ରାଜଧାନୀ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା: ସଂଶ୍ଳିଷ୍ଟ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମହିଳା ପୋଲିସ ବସ୍ତି ଅଞ୍ଚଳରୁ ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକୁ ଗିରଫ କରିଛି । ମହିଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଯୁବକ ଜଣକ ବୁଧନ ମୁର୍ମୁ (୨୦) ବୋଲି ଚିହ୍ନଟ ହୋଇଛି । ଏହି ଗିରଫ ଯୁବକ ଜଣକ ମୟୂରଭଞ୍ଜ…

ପାରିତ ହେଲା ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ ସଂଶୋଧନ ବିଲ୍, ସମର୍ଥନ କଲା ବିଜେଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ସନ୍ଧ୍ୟାରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲ୍ । ଏଥିସହିତ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଆଉ ୬ମାସ ରାଷ୍ଟ୍ରପତି ଶାସନ ବୃଦ୍ଧି କରାଯିବାକୁ ରାଜ୍ୟସଭାରେ ମଞ୍ଜୁରୀ ପ୍ରାପ୍ତ ହୋଇଛି । ଏହି ବିଲ୍ କୁ…