ପୁଣି ବଙ୍ଗୋପସାଗରରେ ଲଘୁଚାପ: ୨୧ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ.ଡ଼ି)ର ସତର୍କ ସୂଚନାନୁଯାୟୀ ୨୧ ତାରିଖ ଠାରୁ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ଘନିଭୂତ ହେଉଛି । ଫଳରେ ରାଜ୍ୟରେ ଶନିବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଉତ୍ତର…