Latest Odisha News

BREAKING NEWS

ପାଉଁଶରେ ପହଁରିବ ପୁଞ୍ଜିବାଦ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡିଚାଲିଛି । ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି । ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ ଦେବାଳିଆ ଅବସ୍ଥାକୁ…

ଧୂମଧାମରେ ଜନ୍ମଦିନ ପାଳନ କଲେ ପୁତିନଙ୍କ ରହସ୍ୟମୟ କନ୍ୟା

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସିକ୍ରେଟ କନ୍ୟା ଲୁଇଜା ରୋଜାୱେ ନିଜର ୧୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ନିକଟତମ ବନ୍ଧୁଙ୍କ ସହ ଲୁଇଜା ଏକ ନାଇଟ କ୍ଲବରେ ଏହାକୁ ପାଳନ କରିଥିଲେ । କ୍ଲବର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡା କଡି…

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, କୋଣାର୍କ ବୁଲିବା ସହ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କୋବିନ୍ଦ

ଭୁବନେଶ୍ବର: ମାର୍ଚ୍ଚ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ । ୨୨ ତାରିଖରେ ସେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବେ ।…

ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର ୨୦୨୦, ଡ. ଦେବାଶିଷ ପାତ୍ରଙ୍କୁ ତପସ୍ୟା ସୃଜନ ପୁରସ୍କାର  ୨୦୨୦ ଏବଂ ସୁଶ୍ରୀ…

ଏସିଆ କପ୍ କ୍ରିକେଟ: ଭାରତ ବି’ ଟିମ୍ ପଠାଇବ !

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ ଆୟୋଜନ ଏବେ ବି ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । କରୋନା ମହାମାରୀ ଯୋଗୁ ଶ୍ରୀଲଙ୍କାରେ ଜୁନ ମାସରେ ଏହା ଆୟୋଜନ ହେବ ବୋଲି ସ୍ଥିର ହୋଇଛି । ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇପାରି ନାହିଁ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପ୍ରବେଶ…

ଶିମିଳିପାଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରୁଛନ୍ତି ସରକାର: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

ମୟୂରଭଞ୍ଜ: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ନିଆଁକୁ ଆୟତ୍ତ କରୁଛନ୍ତି ସରକାର । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ…

ଫିଲ୍ମ ‘ସାଇନା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇନା'ର ଟ୍ରେଲର ଆଜି ରିଲିଜ ହୋଇଛି। ପରିନୀତି ଏହି ଚଳଚ୍ଚିତ୍ରରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସାଇନା ନେହୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଯାହା ଏସି ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍…

ସରିଲା ମହୁରତ, ଆରମ୍ଭ ହେବ “ମନ ବୁଝେନା ଇସ୍କ ବିନା”ର ସୁଟିଂ

ଭୁବନେଶ୍ୱର: ପ୍ରେମ ପାଇଁ ମନ ବୁଝୁନି । ପ୍ରେମ ବିନା ବଂଚି ହେଉନି । କିଛି ଏପରି କେମିଷ୍ଟ୍ରି ନେଇ ଖୁବଶୀଘ୍ର ଓଲିଉଡ ପରଦାକୁ ଆସିବେ କ୍ରିଷ୍ଣା, ମନୋଜ, କରନ, ବର୍ଷା ଓ ଲକ୍ଷ୍ମୀପ୍ରିୟା । ଖୁବଶୀଘ୍ର ଏହି କଳାକାରଙ୍କୁ ମୁଖ୍ୟ ଭୂମିକାରେ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ “ମନ ବୁଝେନା…

ଆସନ୍ତୁ ଜାଣିବା ଫେଡେରରଙ୍କ ବିଶ୍ୱ ରେକର୍ଡ କିଏ ଭାଙ୍ଗିଲେ

ଲଣ୍ଡନ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସର୍ବାଧିକ ସପ୍ତାହ ଏଟିପି ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ଆଜି ତାଙ୍କର ଏହି ରେକର୍ଡକୁ ସର୍ବୟାର ନୋଭାକ ଜୋକୋଭିଚ ଭାଙ୍ଗି ଦେଇଛନ୍ତି । ଫେଡେରର ୩୧୦ ସପ୍ତାହ ଏକ ନମ୍ବର ସ୍ଥାନରେ…

ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଆଲୋଚନାଚକ୍ର

କୋଣାର୍କ : କୋଣାର୍କ ଯାତ୍ରୀନିବାସରେ ଭାରତୀୟ ଭାଷା ସଂସ୍ଥାନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିମାପଡ଼ା ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ…