Latest Odisha News

BREAKING NEWS

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର, ନିଆଁ ଲାଗି ତିନି ଜଣ ଆହତ

ସୋର(ବାଲେଶ୍ୱର): ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଜଣଙ୍କ ଘରୁ ଅନ୍ୟ ଜଣଙ୍କ ଘରକୁ ବ୍ୟାପିଲା । ନିଆଁ ଗିଳିଦେଲା ଦୁଇଟି ଗାଁରେ ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାଇତା ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗତକାଲି ରାତିରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ହୋଇଛି । ସୋର…

‘ଅନ୍ତର୍ଜାତୀୟ ମହିଳା ଦିବସ’: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ମହିଳା ଶିଳ୍ପୀ

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…

ଶକ୍ତିଶାଳୀ ବିସ୍ଫୋରଣରେ ୨୦ ମୃତ, ୪୦୦ରୁ ଅଧିକ ଆହତ

ଇକ୍ୱେଟୋରିଆଲ୍ ଗିନିର ମିଲିଟାରୀ ବାରାକରେ ସିରିଏଲ୍ ବିସ୍ଫୋରଣ । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪୦୦ରୁ ଅଧିକ । ବାଟା ସହରରେ ଥିବା ମିଲିଟାରୀ ବାରାକରେ ଏହି ବିସ୍ଫୋରଣ ହୋଇଥିଲା । ରାଷ୍ଟ୍ରପତି ଟିୟୋଦୋର ଓବେୟାଙ୍ଗ କହିଛନ୍ତି, ଡିନାମାଇଟ୍ ବ୍ୟବହାରର ତ୍ରୁଟିରୁ…

ନିର୍ବାଚନୀ ମାହୋଲ ଭିତରେ ଆଜିଠୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି । ଆସନ୍ତା ଏପ୍ରିଲ ୮ ତାରିଖ ଯାଏ ଚାଲିବ । ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରଚାର ଭିତରେ ଚଳିତ ସେସନ୍ ସରଗରମ ହେବ । ସଂସଦ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ…

ଓଡ଼ିଶାପଜିଟିଭ ପକ୍ଷରୁ ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ

ଚଣ୍ଡୀଗଡ଼ : ପ୍ରବାସୀ ଓଡ଼ିଆଙ୍କ ବିଶ୍ୱସ୍ତରୀୟ ସଂଗଠନ ଓଡ଼ିଶାପଜିଟିଭ୍ ପକ୍ଷରୁ ଏହାର ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ କରାଯାଇଛି । ଏହି ଚାପ୍ଟର କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ହରିୟାନା ଓ ହିମାଚଳ ପ୍ରଦେଶ ପାଇଁ କାମ କରିବ । ଚଣ୍ଡୀଗଡ଼ ସେକ୍ଟର-୩୧ ସ୍ଥିତ ଶ୍ରୀଜଗନ୍ନାଥ…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା୮-୩-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୨୧ ମସିହା ମାର୍ଚ୍ଚ ତା ୮ରିଖ ସୋମବାର କୁମ୍ଭ ୨୫ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି ପୂର୍ବା ଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ…