Latest Odisha News

BREAKING NEWS

Browsing Tag

rahul gandhi

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ…

ବିବାହକୁ ନେଇ ରାହୁଲଙ୍କ କ’ଣ ରହିଛି ଯୋଜନା? 

ଶ୍ରୀନଗର: ବିବାହକୁ ନେଇ ରାହୁଲଙ୍କ କ'ଣ ରହିଛି ଯୋଜନା? ଏଭଳି ଏକ ପ୍ରଶ୍ନର ଉତ୍ତରରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିବାହ କରିବାକୁ ଯୋଜନା କରୁନାହାଁନ୍ତି, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ୍ ଅଛି। ସେ ୨୦-୩୦ ବର୍ଷ ଧରି ବିବାହର ଚାପରୁ ବାହାରି…

ବିରୋଧୀଙ୍କ ଟାର୍ଗେଟରେ ‘ପଛ ଦୁଆର’ ନିଯୁକ୍ତି

ନୂଆଦିଲ୍ଲୀ: ଲେଟରଲ୍ ଏଂଟ୍ରି ଜରିଆରେ ୪୫ଟି ସରକାରୀ ପଦବୀ ପୂରଣ ପାଇଁ ୟୁପିଏସସିର ବିଜ୍ଞାପନ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲେଟେରଲ ପ୍ରସଙ୍ଗରେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ୪୫ଟି ବିଶେଷଜ୍ଞ ପଦବୀ…

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା। ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ…

ଲୋକସଭାରେ ରାହୁଲ ଓ ମୋଦି ମୁହାଁମୁହିଁ, କହିଲେ, ବିଜେପି ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହିଁ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜ‌ୋରଦାର ହଙ୍ଗାମା ହ‌ୋଇଛି। ଏପରିକି ରାହୁଲ ଓ ମ‌ୋଦି କଥା କଟାକଟି ହୋଇଥିଲ‌େ। ଯାହା ଫଳର‌େ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା। ଗୃହକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, "ଆମର ସମସ୍ତ ମହାନ ବ୍ୟକ୍ତି…

ଆତ୍ମ ସମର୍ପଣ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ; ଅମିତ ଶାହଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି। ଆତ୍ମ ସମର୍ପଣ ପରେ ମିଳିଲା ଜାମିନ। ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ…

ରାହୁଲ ପ୍ରଥମେ ନିଜକୁ ନ୍ୟାୟ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ 

ଝାରସୁଗୁଡା:ଝାରସୁଗୁଡାରେ ମୋଦିଙ୍କୁ ନେଇ ଗର୍ଜିଲେ ରାହୁଲ।ଉତ୍ତର ରଖିଲେ ଧର୍ମେନ୍ଦ୍ର। ମୋଦୀଙ୍କ ଜାତି ଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ ପରେ ଧର୍ମେନ୍ଦ୍ରଙ୍କ ବାଣୀରେ ସ୍ପଷ୍ଟ କରାଇଲେ ରାହୁଲଙ୍କ ପ୍ରତି ହେଉଥିବା ଅନ୍ୟାୟ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭାରତ ଯୋଡୋ ନ୍ୟାୟ ଯାତ୍ରା: କର୍ମୀଙ୍କୁ କୁକୁର ଅଇଁଠା ଦେବା ଅଭିଯୋଗ ଆଣିଲା ବିଜେପି, ଭିଡିଓ ଶେୟାର ପରେ ଅସଲ କଥା…

ନୂଆଦିଲ୍ଲୀ:ଚାଳିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହି ଯାତ୍ରା ଚାଲିଥିବା ବେଳେ ଏକ ଭିଡିଓ ଶାସକ ଶିବିରରୁ ବେଶ୍ ଭାଇରାଲ୍ ହେଉଛି। ଯେଉଁଥିରେ ରାହୁଲଙ୍କ ବ୍ୟବହାରକୁ ନେଇ ନିନ୍ଦା କରିଛି ବିଜେପି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି…

କ୍ରାଉଡ ଫଣ୍ଡିଂରେ ୨ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ, ଆପଣ ପାଇପାରିବେ ରାହୁଲଙ୍କ ଉପହାର

‾ନୂଆଦିଲ୍ଲୀ: ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଣିଲା କୋଟି କୋଟି ଟଙ୍କା। ୨ ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ। କ୍ରାଉଡ ଫଣ୍ଡିଂରେ ଏହି ପଇସା ଆୟ କରିଛି ଦଳ। କଂଗ୍ରେସ ନେତା ଅଜୟ ମାକେନ୍ ଏବଂ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ…

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା।…