Latest Odisha News
Browsing Tag

2024 Elections

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ 

ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ…

ଓଡ଼ିଶାରେ ଇସିଆଇଙ୍କ ସମୀକ୍ଷା ଜାରି; ନିର୍ବାଚନ ବେଳେ କଳା ଟଙ୍କା ଏବଂ ମଦ ରୋକିବାକୁ ଗୁରୁତ୍ବ

ଭୁବନେଶ୍ୱର: ଆଉ ହାତରେ ମାତ୍ର ଦିନ କେଇଟା। ପାଖେଇ ଆସୁଥିବା ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର। ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।…

ମୋଦି, ଯୋଗୀ, ରାହୁଲ ଓ କେଜ୍ରିୱାଲ… ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାଁନ୍ତି ଲୋକେ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ନେଇ ଆଶାବାଦୀ ଅଛି । ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବି ଦାବି କରୁଛି ୨୪ରେ ଦିଲ୍ଲୀରେ ସରକାର ଗଢ଼ିବେ । ଏଭଳି ସ୍ଥିତିରେ ଜନତା କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…

୨୦୨୪ ପୂର୍ବରୁ ହେବ କି ଲୋକସଭା ନିର୍ବାଚନ ? କଣ କହୁଛି ସର୍ଭେ ?

ଭୁବନେଶ୍ୱର: ପାଖାପାଖି ବର୍ଷେ ସମୟ ବାକି ରହିଛି ୨୦୨୪ ଲୋକସଭା ନିର୍ବାଚନକୁ । ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ବିଜେପି, କଂଗ୍ରେସ ସହ ଅନ୍ୟ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ…

୨୦୨୪ ନିର୍ବାଚନ ପ୍ରସ୍ତୁତି, ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ତାଲିକା ମାଗିଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏକି ଚିଠି କରାଯାଇଛି ।…

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…

୨୦୨୪ ନିର୍ବାଚନ ରଣନୀତି: ବିଜେପି ଫୋକସରେ ହାରିଥିବା ୧୬୦ ଆସନ, ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନା ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ଦିଲ୍ଲୀ ସିଂହାସନ ତୃତୀୟ ଥର ହାତେଇବା ପାଇଁ ପାଗ ଭିଡିଲାଣି ବିଜେପି । ଏଥର ବିଜେପିକୁ ମାତ ଦେବାପାଇଁ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ବଳ ଯୋଗାଡୁଥିବାବେଳେ ବିଜେପି ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ କରିଲାଣି…

୨୦୨୪ ନିର୍ବାଚନରେ ବିଜେଡି, ବିଜେପିକୁ ଭାରି ପଡ଼ିବେ କି ଏସବୁ ନେତା ?

ଭୁବନେଶ୍ୱର: ସମ୍ବଲପୁରରେ ବିରୋଧୀ ଦଳ ନେତା ଓ ପୋଲିସ ହାତାହାତିକୁ ନେଇ ରାଜନୀତି ତେଜୁଛି । ଶାସକ ବିଜେଡି, ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି କହିଛି, ସରକାର ନିଜ ମନ୍ତ୍ରୀ ଓ ବିଧାୟକଙ୍କୁ ପରଖନ୍ତୁ । ତେବେ ବିଜେପି ହେଉ ଅବା ବିଜେଡି ନେତା । ଅନେକଙ୍କ…