Latest Odisha News

BREAKING NEWS

Browsing Tag

aalia bhatt

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ…

ସାନିଟାଇଜ୍‌ ହେଲା ଆଲିଆଙ୍କ ଘର

ନୂଆଦିଲ୍ଲୀ: ବିଏମସି ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରିଥିବା ସୂଚନା ମିଳିଛି। କରଣ ଜୋହରଙ୍କ ରାତ୍ରି ଭୋଜନରେ ସାମିଲ ହୋଇଥିବା ଅଭିନେତ୍ରୀ କରୀନା କପୁର, ଅମୃତା ଆରୋରା, ସୀମା ଖାନ ଏବଂ ମହିପ କପୁରଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ସାମିଲ୍‌ ଥିଲେ। କିନ୍ତୁ ଆଲିଆଙ୍କ…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ!

ମୁମ୍ବାଇ: ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ହଲିଉଡ୍‌ରେ କ୍ୟାରିୟର କରିବା ପାଇଁ ଆଲିଆ ଭଟ୍ଟ ଆମେରିକାର ଟାଲେଣ୍ଟ ଏଜେନ୍ସି ୱିଲିୟମ୍ ମୋରିସ୍ ଏଣ୍ଡେଭେଭର୍ (ଡବ୍ଲୁଏମ୍ଇ) ସହିତ ଚୁକ୍ତି କରିଛନ୍ତି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଆଲିଆ ୨୦୨୨ ଆରମ୍ଭରେ ଏକ ହଲିଉଡ୍ ଷ୍ଟୁଡିଓ ସହିତ…

ବଲିଉଡ ଡେବ୍ୟୁରେ ଆଲିୟାଙ୍କ ସହ ରୋମାନ୍ସ କରିବେ ପାର୍ଥ ସମଥାନ୍

ମୁମ୍ବାଇ: ବେଶ କିଛି ମାସ ଧରି ଶୁଣିବାକୁ ମିଳିଥିଲା, ଟିଭି ଷ୍ଟାର ପାର୍ଥ ସମଥାନ୍ ବଲିଉଡରେ ଡେବ୍ୟୁ କରିବେ । ଆଉ ତା ପୁଣି ଏକ ବଡ ବ୍ୟାନର ତଳେ । ସିରିଜ କସୌଟି ଜିନ୍ଦଗୀ କେ ଭଳି ପପୁଲାର ସିରିଜରେ ନାଁ କରିଥିବା ପାର୍ଥ ଖୋଦ ନିଜେ ଏକ ବଲିଉଡ ଫିଲ୍ମ ସାଇନ୍ କରିଥିବା ପ୍ରକାଶ କରିଥିଲେ ।…

ରସୁଲ୍ ପୁକୁଟ୍ଟିଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା ଭଟ୍ଟ !

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ଆଲିୟା ଖୁବ ସମାଲୋଚିତ ହୋଇଥିଲେ । ତଥାପି ଏହି ଅଭିନେତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ବଡବଡ ଫିଲ୍ମର ଅଫର ଆସୁଛି । ତାଜା ସ୍ଥିତିରେ ଆଲିୟା ଫିଲ୍ ବ୍ରହ୍ମାସ୍ତ୍ର, ଗଙ୍ଗୁବାଇ କାଠିୟାବାଡି ଓ RRR ସହ ଜଡିତ ଥିବାବେଳେ…

ଆଲିୟାଙ୍କ ଭରଷା ସଂଜୟ ଲିଲା ଭଂସାଲୀ !

ମୁମ୍ବାଇ: ବାପା ମହେଶ ଭଟ୍ଟଙ୍କ ଫିଲ୍ମ 'ସଡକ୍‌-୨' ସୁପର୍‌ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ବିଫଳତାକୁ ଏଡାଇ ପୁଣିଥରେ ଉଠି ଛିଡାହେବାକୁ ଚେଷ୍ଟା କରୁଛନ୍ତି ଆଲିୟା ଭଟ୍ଟ । ଏଥିପାଇଁ ସେ ଏବେ ସଂଜୟ ଲିଲା ଭଂସାଲୀଙ୍କ ସାହାରା ନେଇଛନ୍ତି । ଆରମ୍ଭ ହୋଇଛି ଫିଲ୍ମ 'ଗଙ୍ଗୁବାଇ…