Latest Odisha News

BREAKING NEWS

Browsing Tag

accident

ସୋରୋ ବସ୍ ଦୁର୍ଘଟଣା ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର : ବାଲେଶ୍ବର ସୋରରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଥିବା ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ…

ବାଲେଶ୍ବରରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୮ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଘରୋଇ ବସ । ମର୍ମନ୍ତୁଦ ବସ ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ…

ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଡ଼ାନାଲି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଏକ ବୁଲାଣିରେ ଦୁଇଟି ଅଟୋ…

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଯାଜପୁର: ଯାଜପୁର ଜିଲ୍ଲାରେ ସକାଳୁ ଏକ ଦୁର୍ଘଟଣା ହୋଇଛି । କୁଆଖିଆ ଥାନା ଜାତୀୟ ରାଜପଥ-୨୦ର ବଡ଼ ଗୋବିନ୍ଦପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମୃତକ ଜଣକ ହେଲେ ଅରୁଣ କୁମାର ବିଶ୍ୱାଳ ।…

କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ସମ୍ୱଲପୁର : କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ…

ମର୍ମନ୍ତୁଦ ଦୁର୍ଘଟଣା: ଡ୍ରାଇଭର ମୃତ, ବର ଓ କନ୍ୟା ସହ ୮ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେର ଆମପାଣି ନିକଟରେ ଦୁର୍ଘଟଣା ହୋଇଛି । ବୋଲେରୋ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବର, କନ୍ୟାଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଛତିଶଗଡ଼ର ଡ଼ୁମେରପଦର ଗାଁରୁ ଗତକାଲି ବର…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌, ୨ ମୃତ

ଜଳେଶ୍ବର : ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌ । ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।…

ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ୨ ମୃତ

ସୋନପୁର : ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତାର ମହଦା ନିକଟରେ ଘଟିଛି ଦୁର୍ଘଟଣା । ଆଜି ସଂଧ୍ୟାରେ ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଇପ ନେଇ ଆସୁଥିବା ବେଳେ…

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ମାମୁଁ-ଭାଣିଜୀ ମୃତ

ଅନୁଗୁଳ : ଅନୁଗୁଳ ବାଳୁଅକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ । ସୂଚନା ଅନୁସାରେ, ପପୁ ବାଇକରେ ବନ୍ତଳା ଅଞ୍ଚଳରୁ…

କଳିଙ୍ଗା ଘାଟିରେ ଓଲଟିଲା ବସ୍, ୩୦ ଆହତ

କନ୍ଧମାଳ : କନ୍ଧମାଳ ଜି.ଉଦୟଗିରି କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ…