କେନାଲକୁ ଓଲଟିଲା କାର୍; ୩ ମୃତ
କଟକ: କଟକ ସହରର ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ନିକଟସ୍ଥ କେନାଲକୁ ଏକ କାର୍ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କ ସାଙ୍ଗ ଗୌତମ ଦାସ ରହିଛନ୍ତି। ତେବେ ଏଯାବତ୍ ଅନ୍ୟ ଜଣଙ୍କର ପରିଚୟ…