Latest Odisha News

BREAKING NEWS

Browsing Tag

Acharya Harihara Cancer Hospital

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି…

ଚଳିତ ବର୍ଷରୁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପାଥୋଲୋଜି ପାଠ୍ୟକ୍ରମ

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି । ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏଥିପାଇଁ ଚଳିତବର୍ଷ ଫେବ୍ରୁଆରୀ…

କ୍ୟାପିଟାଲ ହସ୍‌ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲର ଆଉଟସୋର୍ସିଂକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲକୁ ରାଜ୍ୟ ସରକାର ଘରୋଇକରଣ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏଭଳି କିଛି ନିଷ୍ପତ୍ତି କିମ୍ବା ଘୋଷଣା ସରକାରଙ୍କ ପକ୍ଷରୁ ହୋଇନାହିଁ । କିନ୍ତୁ ଓଡ଼ିଶା ପ୍ରଦେଶ…

କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନ ଆସିବାକୁ ନିବେଦନ

କଟକ: କଟକର ହଟ୍‌ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍‌ସିବିରେ କଟକଣା ଲଗାଯାଇଛି । କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍‌ସିବିରୁ…

କଟକ କ୍ୟାନସର ହସ୍ପିଟାଲରୁ ପୁଣି ୩୮ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ବାହାରିଛନ୍ତି ୩୮ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଜଣେ ହସ୍ପିଟାଲ ସୁରକ୍ଷାକର୍ମୀ ଥିବା ସୂଚନା ମିଳିଛି । ଅନ୍ୟ ୩୭ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଗତ କିଛି ଦିନ ଭିତରେ କ୍ୟାନସର ହସ୍ପିଟାରୁ ଶହେରୁ ଅଧିକ କରୋନା ପଜିଟିଭ୍…

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

କଟକ କ୍ୟାନ୍‌ସର ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ: ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । କରୋନା ଯୋଦ୍ଧାଙ୍କୁ ହେଲାଣି କରୋନା । କଟକ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଜ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ୫୨ ଜଣ…

କରୋନା ପଜିଟିଭ୍ ଚିହ୍ନଟ ହେଲେ କଟକ କ୍ୟାନସର ହସ୍ପିଟାଲର ରୋଗୀ

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ଏହା ଜଣାପଡିବା ପରେ ଜରୁରୀକାଳୀନ ୱାର୍ଡକୁ ସିଲ୍ କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ଗଂଜାମର । ଗତ ୧୯ ତାରିଖରେ କେମୋ…