Latest Odisha News

BREAKING NEWS

Browsing Tag

Actress

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  । ତେବେ କେଉଁ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ' ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

ବିଦାୟ ୨୦୨୨ : ପ୍ରେମରେ ମିଳିଲା ପ୍ରତାରଣା, ମୃତ୍ୟୁର ରାସ୍ତା ଥିଲା ଶେଷ ଠିକଣା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି…

ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

କଟକ : ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା ଘଟିଛି । କାର୍‌ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି  । ମୃତ ଯୁବକ ଜଣକ ହେଲେ ସୁକାନ୍ତ ବେହେରା । ବାଇକ ଚାଳକ ସୁକାନ୍ତ ବେହେରାଙ୍କ ବୟସ ୨୮ ବର୍ଷ  । ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଅନ୍ତର୍ଗତ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…