Latest Odisha News
Browsing Tag

Advisory

ଫ୍ରଡ୍ ୱେବସାଇଟରେ ୪ ମାସରେ ୩୯ କୋଟିର କାରବାର, ସତର୍କ କଲା ଇଓଡବ୍ଲୁ

ଭୁବନେଶ୍ୱର: ରାଜ୍ୟରେ ସାଇବର କ୍ରାଇମ୍ ବଢ଼ୁଥିବା ବେଳେ ଇଓଡବ୍ଲୁ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଠକ୍ ଫ୍ରଡ୍ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକୁଛନ୍ତି । www.smsmvip.com ୱେବସାଇଟ୍ ଜରିଆରେ ପ୍ରାୟ ୩୭୦୦ ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଆମେରିକାରେ ତିଆରି ହୋଇଥିବା…

ଗଣମାଧ୍ୟମରେ ‘ବେଟିଂ ବିଜ୍ଞାପନ’ ନେଇ ସାବଧାନ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଗୁରୁବାର ସତର୍କ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ନିକଟରେ କିଛି ପ୍ରମୂଖ ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ବେଟିଂ ୱେବସାଇଟର ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁ ନଜରକୁ ଆସିବା ପରେ…

ହନୁମାନ ଜୟନ୍ତୀ ପାଇଁ ଆଗୁଆ ସତର୍କତା, ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତାକାଲି(ଗୁରୁବାର) ପବିତ୍ର ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ସତର୍କତା ଅବଲମ୍ବନ ସହ ଆଇନ ଶୃଙ୍ଖଳା…

ତାତୁଛି ଫେବ୍ରୁଆରୀ, ଚାଷୀଙ୍କ ଲାଗି ପାଣିପାଗ ବିଭାଗ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଉତ୍ତରଭାରତ ସହ ଦେଶର ଅଧିକାଂଶ ଅଞ୍ଚଳରେ ଫେବ୍ରୁଆରୀରୁ ଆରମ୍ଭ ହୋଇ ଯାଇଛି ଗରମ । ପାଣିପାଗ ବିଭାଗ ଅନୁସାରେ, ଗୁଜରାଟ, ରାଜସ୍ଥାନ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ସର୍ବାଧିକ ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି । ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ…

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ ପୂର୍ବରୁ ଭିଡ଼ିଓ ବାର୍ତ୍ତା ଜାରି କଲେ ଡିସିପି

ଭୁବନେଶ୍ୱର : ୨ ବର୍ଷ ପରେ ପାଳନ ହେଉଛି ନୂଆବର୍ଷ । କୋଭିଡ୍ କଟକଣା ପାଇଁ ବନ୍ଦ ଥିଲା ସେଲିବ୍ରେସନ । ଏବର୍ଷ ପୁଣି ଥରେ ନୂଆ ବର୍ଷ ପାଳନ ପାଇଁ ଅନୁମତି ରହିଛି । ତେବେ କମିଶନରେଟ୍ ପୋଲିସ ଏନେଇ ମାର୍ଗଦର୍ଶିକା ଜାରି କରିଛି । ଡିସିପି ପ୍ରତୀକ ସିଂ ଏନେଇ କେତେକ ଅପିଲ୍ କରିଛନ୍ତି । ଗାଡି…

ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ, ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀ ଭୁବନେଶ୍ୱର କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିଏମସି ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି ଭୁବନେଶ୍ୱରରେ କୋଭିଡ୍…

ବେଟିଂ ବିଜ୍ଞାପନ ନେଇ ଆଡଭାଇଜରି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ମନା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରି । ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରାଯାଇଛି । ଦେଶର ଅଧିକାଂଶ ସ୍ଥାନରେ ବେଟିଂ ବା ଜୁଆ ଖେଳ ବେଆଇନ୍ ଅଟେ ।…

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ…