Latest Odisha News

BREAKING NEWS

Browsing Tag

afganistan crises

ତାଲିବାନର ଆଫଗାନିସ୍ତାନ ଦଖଲରେ ପାକିସ୍ତାନର ରହିଛି ମୁଖ୍ୟ ଭୂମିକା!

ନୂଆଦିଲ୍ଲୀ: ଆମେରିକାର ଆଇନଜୀବୀ ଦାବି କରିଛନ୍ତି ଯେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବାରେ ପାକିସ୍ତାନ ଏବଂ ଏହାର ଗୁପ୍ତଚର ଏଜେନ୍ସି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରିପବ୍ଲିକାନ୍ ଆଇନଜୀବୀ ଷ୍ଟିଭ୍ ଚାବୋଟ୍ ଆହୁରି ମଧ୍ୟ କହିଛନ୍ତି ଯେ ଇସଲାମାବାଦ ଆଫଗାନିସ୍ତାନରେ ତାଲିବାନର…

ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଲେ ଆଉ ୧୪୬ ଜଣ

ନୂଆଦିଲ୍ଲୀ: ଆଉ ୧୪୬ ଜଣ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ କରାଯାଇ ଦିଲ୍ଲୀ ଅଣାଯାଇଛି। ସୋମବାର ସକାଳେ ବିଭିନ୍ନ ବିମାନରେ ସେମାନଙ୍କୁ ଦିଲ୍ଲୀ ଅଣାଯାଇଛି। ଏହି ସମୟରେ, ଆଫଗାନିସ୍ତାନରୁ ଆମେରିକା ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାବେଳେ ଦେଶରେ…

ଆଫଗାନିସ୍ତାନ ସଙ୍କଟ; କାବୁଲରୁ ୧୬୮ ଜଣ ପହଞ୍ଚିଲେ ଭାରତ

କାବୁଲ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଆଜି ରାଜଧାନୀ କାବୁଲରେ ଫସି ରହିଥିବା ୧୦୭ ଭାରତୀୟ ଘରକୁ ଫେରିଛନ୍ତି। ଆଜି ସକାଳେ କାବୁଲରେ ଫସିଥିବା ୧୦୭ ଜଣ ଭାରତୀୟଙ୍କ ସମେତ ମୋଟ ୧୬୮ ଜଣ ଯାତ୍ରୀଙ୍କୁ ନେଇ ଏୟାରଫୋର୍ସର ସି-୧୭ ବିମାନ ଗ୍ଲୋବମାଷ୍ଟର ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ…

ଆଫଗାନିସ୍ତାନ ସଙ୍କଟ: ଆଜି ଫେରିବେ ଆଉ ୩୦୦ ଭାରତୀୟ

ନୂଆଦିଲ୍ଲୀ: ଆଜି ଘରକୁ ଫେରିବେ ପ୍ରାୟ ୩୦୦ ଭାରତୀୟ। ଶନିବାର ସକାଳେ ଭାରତୀୟ ବାୟୁସେନାର ଏକ ସାମରିକ ପରିବହନ ବିମାନରେ କାବୁଲରୁ ତାଜିକିସ୍ତାନର ରାଜଧାନୀ ଦୁଶାନବେକୁ ନିଆଯାଇଥିବା ୭୦ ଜଣ ଭାରତୀୟଙ୍କୁ ରବିବାର ଦିନ କାବୁଲରୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଯୋଗେ ଦେଶକୁ ଅଣାଯାଉଛି।…

ଆଫଗାନିସ୍ତାନ ସଙ୍କଟ; ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ସ୍ୱର?

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ଭତିରେ ତାଲିବାନ ପ୍ରତି ବଦଳିଛି କି ବ୍ରିଟେନର ସ୍ୱର! ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆବଶ୍ୟକ ହେଲେ ବ୍ରିଟେନ ତାଲିବାନ ସହ କାମ କରିବ। ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ…

ଆଫଗାନିସ୍ତାନ ସଙ୍କଟ; ତୁରନ୍ତ ପଦକ୍ଷେପ ନେବାକୁ ମଲାଲା ୟୁସୁଫଜାଇଙ୍କ ଆହ୍ବାନ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଆଫଗାନିସ୍ତାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ସେ ଗଭୀର ଚିନ୍ତିତ ଅଛନ୍ତି ଏବଂ ବିଶ୍ୱ ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା

ମୁମ୍ବାଇ: ଏବେ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର। ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର…

ଆଫଗାନିସ୍ତାନର ଏଭଳି ସଙ୍କଟ ପାଇଁ ବାଇଡେନ୍‌ ଦାୟୀ; ଟ୍ରମ୍ପ୍‌

ୱାଶିଂଟନ୍: ଆଫଗାନିସ୍ତାନ ସରକାର ପତନ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫ୍‌ଗାନିସ୍ତାନର ଏଭଳି ସଙ୍କଟ ପାଇଁ ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି ଏବଂ ବାଇଡେନ୍‌ ଇସ୍ତଫା ଦିଅନ୍ତୁ ବୋଲି…