Latest Odisha News
Browsing Tag

Afganistan

ଗୃହ ମନ୍ତ୍ରାଳୟ ମଞ୍ଜୁରୀ ବିନା ଦେଶ ଛାଡି ପାରିବେନି ଆଫ୍‌ଗାନ ନାଗରିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତରେ ରହୁଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ଭାରତ ଛାଡିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ। ଆଫଗାନିସ୍ତାନ ସଂସଦର ୨୦ ବର୍ଷ ବୟସ୍କା ମହିଳା ସଦସ୍ୟ ରଙ୍ଗିନା କରଗାରଙ୍କୁ…

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲାହ୍‌ ହିବତୁଲ୍ଲା !

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲାହ ହିବତୁଲ୍ଲା ଅଖଣ୍ଡଜଡା ଆଫଗାନିସ୍ତାନରେ ନୂତନ ସରକାର ଭାବେ ନେତୃତ୍ବ ଗ୍ରହଣ କରିବେ। ଯିଏ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି। ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନିସ୍ତାନ ଚଳାଇବା ପାଇଁ ସେମାନଙ୍କର ସରକାରୀ ଗଠନ ଚୂଡାନ୍ତ କରିଛି।…

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ…

କାବୁଲ ବିମାନବନ୍ଦରରେ ତାଲିବାନର ବିଜୟ ଘୋଷଣା

କାବୁଲ: କାବୁଲ ବିମାନବନ୍ଦରରୁ ଆମେରିକା ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ତାଲିବାନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛି ଯେ କାବୁଲ ବିମାନବନ୍ଦର‌ରେ ତାଲିବାନର ବିଜୟ ହୋଇଛି ଏବଂ ଏହି ବିଜୟ ସମସ୍ତ ଆଫଗାନିସ୍ତାନଙ୍କ। କାବୁଲ ବିମାନବନ୍ଦରରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ…

ପୂରିଲା ଡେଡଲାଇନ୍: ଆଫଗାନିସ୍ତାନରୁ ଫେରିଗଲେ ଆମେରିକା ସୈନ୍ୟ

କାବୁଲ: ଆଫଗାନିସ୍ତାନରେ ୨୦ବର୍ଷର ସୈନ୍ୟ ଅଭିଯାନର ଅବସାନ କରିଛି ଆମେରିକା । ସୈନ୍ୟ ପ୍ରତ୍ୟାହାର ଡେଡଲାଇନ୍ ଆଜ ପୂରିଛି । କାବୁଲ ଛାଡ଼ି ଚାଲିଯାଇଛନ୍ତି ଆମେରିକା ସୈନ୍ୟ । ଏଥିସହ ଦୁଇ ଦଶନ୍ଧି ଧରି ଚାଲିଥିବା ଆମେରିକାର ଆଫଗାନ୍ ଯୁଦ୍ଧର ଅନ୍ତ ଘଟିଛି । ଗତକାଲି ରାତିରେ କାବୁଲ ଛାଡିଥିଲା…

ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ !

ୱାଶିଂଟନ: ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିମାନ ବନ୍ଦରର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଏହି ଖବର ଆମେରିକାର ପେଂଟାଗନ ଓ ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ନଗରହନ ଅଂଚଳରେ ଆଇଏସଆଇଏସ-କେର ଆତଙ୍କବାଦୀ ଥିବା ଖବର ପାଇଁ ଏକ ଅଜ୍ଞାତ ସ୍ଥାନରୁ…

TOLO ନ୍ୟୁଜ୍ ରିପୋର୍ଟରଙ୍କୁ ନିସ୍ତୁକ ପିଟିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ କବଜା ପରେ ତାଲିବନର ବର୍ବରତା ବଢ଼ିଲାଣି । ଟୋଲୋ ନ୍ୟୁଜର ଜଣେ ସାମ୍ବିଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି । ତାଙ୍କ ନାଁ ଜାୟର ଖାନ୍ ୟାଦ୍ । ତେବେ ତାଙ୍କୁ ତାଲିବାନ ହତ୍ୟା କରିଥିବା କିଛି ସମୟ ପୂର୍ବରୁ ଖବର ଆସିଥିଲା । ଯାହାକୁ ନିଜେ ଜାୟର ଖଣ୍ଡନ କରିଛନ୍ତି । ସେ…

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ…

୩୦୦ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିରୋଧୀ, ପଞ୍ଜଶିର ଦଖଲ ପୂର୍ବରୁ ରକ୍ତପାତ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ…

କାବୁଲ ପହଞ୍ଚିଲେ ତାଲିବାନ ସହ-ପ୍ରତିଷ୍ଠାତା ବରାଦର

କାବୁଲ: ଆଫଗାନିସ୍ତାନରେ ଚାଲିବା ତାଲିବାନ ରାଜ । କାବୁଲ ଦଖଲ ପରେ ତାଲିବାନୀ ସରକାର ଗଠନ କସରତ ଆରମ୍ଭ କରିଛନ୍ତି । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିବା ତାଲିବାନ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବେ କାବୁଲରେ ପହଞ୍ଚିଛନ୍ତି । ତାଲିବାନ ସରକାର ଗଠନ ନେଇ ସେ ଜିହାଦୀ ଲିଡର…