Latest Odisha News
Browsing Tag

Agriculture

‘ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ’

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭…

ଯେଉଁ ଦିନ ପ୍ରଥମ ଥର ପାଇଁ ପୃଥିବୀ ହଳ ହେଲା, ସେଦିନୁ ବିନାଶର କାହାଣୀ ଆରମ୍ଭ ହେଲା

 ଆଜିକାଲିର ଆଧୁନିକ ସମାଜ ଆଳରେ ହଜି ଯାଉଛି ବନ୍ୟଜନ୍ତୁଙ୍କ ବାସସ୍ଥାନ | ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ପ୍ରାୟ ୫୦ ପ୍ରତିଶତ ଜୀବ ବିଲୁପ୍ତ ହୋଇଯିବେ। ଧରା ପୃଷ୍ଠରୁ ଜୀବମାନେ ବିଲୁପ୍ତ ହେବାରେ ସବୁଠୁ ବଡ଼ ଭୂମିକା ରହିଛି ଆମର ଆଧୁନିକ ପ୍ରଣାଳୀର…

ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ ,୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ।

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି  । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି  । ବନ୍ୟା ପ୍ରଭାବରେ…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: କୃଷି ରପ୍ତାନି ଏବଂ କୃଷକଙ୍କ ଆୟ ବୃଦ୍ଧି ଦିଗରେ ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଗୋଟିଏ ଜିଲ୍ଲା ଅନ୍ତର୍ଗତ ୭୨୮ ଟି ଜିଲ୍ଲାରେ ସରକାର ଗୋଟିଏ ଉତ୍ପାଦ ଚୟନ କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ଜିଲ୍ଲାର ଆନୁଷଙ୍ଗିକ ଉତ୍ପାଦକୁ ପ୍ରୋତ୍ସାହିତ କରାଯିବ। ୨୦୨୨ ସୁଦ୍ଧା…

ସମୟର ସାରାଂଶରେ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ…

ବାଘ ମୁହଁରେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଚାଷୀକୁ ତାର ଉତ୍ପାଦ ବିକ୍ରି କରିବା ପାଇଁ ଖୋଲା ବଜାରରେ ଛାଡ଼ି ଦେବା ଦ୍ୱାରା ହିଁ ଚାଷୀର ମଙ୍ଗଳ ହୋଇପାରିବ ବୋଲି ମୋଦି ସରକାର ସଂପ୍ରତି ଆଣିଥିବା କୃଷି ଅଧ୍ୟାଦେଶରେ କହିଛନ୍ତି । ଯଦିଓ ସାରା ଦେଶରେ ଏହି ଅଧ୍ୟାଦେଶର ବିରୋଧ…

ଆତ୍ମନିର୍ଭରଶୀଳ କୃଷି ବିନା ଆତ୍ମନିର୍ଭର ଭାରତ ସମ୍ଭବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର’ । କିନ୍ତୁ ଆଜି ଏହା ସଂପୂର୍ଣ୍ଣ ଓଲଟି ଯାଇଛି । କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି । କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା…